ଫୁଲିଲା ଭାର୍ଗଭୀ ନଦୀ, ଭାସିଗଲା କାଠ ପୋଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 19, 2020

ଫୁଲିଲା ଭାର୍ଗଭୀ ନଦୀ, ଭାସିଗଲା କାଠ ପୋଲ

ବ୍ରହ୍ମଗିରି(ରବି ନାରାୟଣ ପୂଜାରୀ): ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ଅନ୍ତର୍ଗତ ତିନିକୁଦି ଗ୍ରାମ ଭାର୍ଗବୀ ନଦୀ ଉପରେ ଥିବା କାଠ ପୋଲ ଭାସି ଯାଇଛି । ଏହାଫଳରେ ତିନିକୁଦି ଓ ବାଲିକୁଦା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଏହି ପୋଲଟି ଏହି ୨ ଗ୍ରାମକୁ ସଂଯୋଗ କରୁଥିବା ବେଳେ ଏବେ ପୋଲ ଭାସିଯିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।

ଲଗାଣ ବର୍ଷା ଯୋଗୁଁ ଭାର୍ଗଭୀ ନଦୀ ଫୁଲିବା ଫଳରେ ପୋଲଟି ଭାସି ଯାଇଛି । ଏହି କାଠ ପୋଲ ବହୁ ପୁରୁଣା ଥିବା ବେଳେ ନୂଆ ପୋଲ ଲାଗି ୫ ବର୍ଷ ହେବ କାମ ଆରମ୍ଭ ହୋଇଥିଲେ ମଧ୍ୟ ତାହା ଶେଷ ହେଉନାହିଁ।  ନଦୀରେ ଆସିଥିବା ଜଳରେ ଆପ୍ରୋଚ ରୋଡ଼ ମଧ୍ୟ ଧୋଇ ହୋଇଯାଇଛି ।

The post ଫୁଲିଲା ଭାର୍ଗଭୀ ନଦୀ, ଭାସିଗଲା କାଠ ପୋଲ appeared first on Odisha Reporter.



from Odisha Reporter https://ift.tt/3gbwIK0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages