ଗଞ୍ଜାମ, ଗଜପତିରେ ଭୂକମ୍ପ ଝଟକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 7, 2020

ଗଞ୍ଜାମ, ଗଜପତିରେ ଭୂକମ୍ପ ଝଟକା

ଗଞ୍ଜାମ(ଓଡ଼ିଶା ରିପୋର୍ଟର):  ଆଜି ସକାଳୁ ସକାଳୁ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଗଞ୍ଜାମର ପାତ୍ରପୁରରେ ଓ ଗଜପତିର ମୋହନାରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ଥିଲା ୩.୮।

ଗଞ୍ଜାମର ପାତ୍ରପୁର, ଚିକିଟି ଓ ଦିଗପହଣ୍ଡିରେ ଓ ଗଜପତିର ମୋହନା, ଅଡ଼ବା, ଆର୍. ଉଦୟଗିରିରେ ବି ଏହି ଝଟକା ଅନୁଭୂତ ହୋଇଥିଲା।  ସକାଳ ୭ଟା ୧୦ରେ ପ୍ରାୟ ୩ରୁ ୪ ସେକେଣ୍ଡରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ବେଳେ ଭୟରେ ଲୋକେ ଘରୁ ବାହାରି ଆସିଥିଲେ।

The post ଗଞ୍ଜାମ, ଗଜପତିରେ ଭୂକମ୍ପ ଝଟକା appeared first on Odisha Reporter.



from Odisha Reporter https://ift.tt/3gFlNcu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages