ବସ୍‌ କଣ୍ଡକ୍ଟର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 30, 2020

ବସ୍‌ କଣ୍ଡକ୍ଟର

ଥରେ ଜଣେ ବସ୍‌ କଣ୍ଡକ୍ଟର ବସ୍‌ରେ ଯାଉଥିବା ଏକ ପିଲାକୁ କହିଲା, ମୁଁ ଯେତେବେଳୁ ତୁମକୁ ଦେଖୁଛି ତୁମେ ସିଟ୍‌ରେ ନବସି ଡୋର୍‌ ପାଖରେ ଛିଡ଼ା ହେଉଛ।

ତୁମ ବାପା ଚୌକିଦାର କି ? ଡୋର୍‌ ପାଖରେ ଛିଡ଼ା ହେଉଛ !!

ପିଲାଟି ବହୁତ ଦୁଷ୍ଟ ଥିଲା ବସ୍ କଣ୍ଡକ୍ଟରଙ୍କ ଏମିତି ପ୍ରଶ୍ନ ଶୁଣି କହିଲା, ତୁମେ ସବୁବେଳେ ମୋତେ ଟଙ୍କା ମାଗୁଛ। ତୁମ ବାପା ଭିକାରୀ କି ?

The post ବସ୍‌ କଣ୍ଡକ୍ଟର appeared first on Odisha Reporter.



from Odisha Reporter https://ift.tt/3luE7YH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages