ମା’କୁ କରୋନା, ହେଲେ ଛୁଆ ନିରୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 14, 2020

ମା’କୁ କରୋନା, ହେଲେ ଛୁଆ ନିରୋଗ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମା’କୁ କରୋନା, ହେଲେ  ଛୁଆ ନିରୋଗ । ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମିତ ମା’ଙ୍କଠାରୁ ଜନ୍ମ ନେଉଛନ୍ତି ନିରୋଗ ଛୁଆ। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।

କେବଳ ଗଞ୍ଜାମ ଜିଲ୍ଲା କୋଭିଡ ହସ୍ପିଟାଲରେ ଆଜି ସୁଦ୍ଧା ଏଭଳି ୫୭ଟି ନିରୋଗ ଛୁଆ ଜନ୍ମ ହୋଇ ସାରିଲେଣି। ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରିଛନ୍ତି।  ମା’ମାନେ ସଂକ୍ରମିତ ହେବା ସତ୍ତ୍ୱେ ନବଜାତ ଶିଶୁଙ୍କଠାରେ କରୋନାର କୌଣସି ଲକ୍ଷଣ ଦେଖିବାକୁ ମିଳୁନାହିଁ ।

The post ମା’କୁ କରୋନା, ହେଲେ ଛୁଆ ନିରୋଗ appeared first on Odisha Reporter.



from Odisha Reporter https://ift.tt/2POwTAb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages