ନୂଆଦିଲ୍ଲୀ: ସଂସଦ ସଂଲଗ୍ନ ବିଲ୍ଡିଂର ଷଷ୍ଠ ମହଲାରେ ନିଆଁ ଲାଗିଯାଇଛି। ତେବେ କିପରି ନିଆଁ ଲାଗିଲା ସେ ନେଇ କାରଣ ଅସ୍ପଷ୍ଟ ରହିଛି। ସର୍ଟସର୍କିଟ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ନିଆଁ ଲିଭା କାର୍ଯ୍ୟରେ ୫ଟି ଅଗ୍ନିଶମ ବାହିନୀ ଲାଗିଥିବା ଜଣାପଡ଼ିଛି।
ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।
The post ସଂସଦ ସଂଲଗ୍ନ ବିଲ୍ଡିଂରେ ଅଗ୍ନିକାଣ୍ଡ appeared first on Odisha Reporter.
from Odisha Reporter https://ift.tt/3atwlsO
No comments:
Post a Comment