ଜାଲରେ ପଡ଼ିଲା ‘ବଂଶୀ ଟାର୍ଗେଟ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 17, 2020

ଜାଲରେ ପଡ଼ିଲା ‘ବଂଶୀ ଟାର୍ଗେଟ’

ବାଲେଶ୍ୱର/ସୋର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ତାଳପଦା ସମୁଦ୍ର ମୁହାଣରୁ ମିଳିଛି ଏକ ଟାର୍ଗେଟ ଡ୍ରୋନ୍ ଏୟାର କ୍ରାଫ୍ଟ। ଭାରତୀୟ ବାୟୁସେନାର ଏହା ଏକ ଡ୍ରୋନ୍ ଏୟାର କ୍ରାଫ୍ଟ  ହୋଇଥିବା ବେଳେ ଏହାର ନାମ ‘ବଂଶୀ ଟାର୍ଗେଟ’ ବୋଲି ଜଣାପଡ଼ିଛି।

ଦୁଇ ଦିନ ତଳେ ସମୁଦ୍ରରେ ମାଛ ମାରିବାକୁ ମତ୍ସ୍ୟଜୀବୀ ଯାଇଥିବା ବେଳେ ଜାଲରେ ଏହା ଲାଗିଥିଲା । ମତ୍ସ୍ୟଜୀବୀମାନେ ତାକୁ ଟେକି ଘରକୁ ନେଇ ଯାଇଥିଲେ। ଏହି ଡ୍ରୋନର ଓଜନ ପ୍ରାୟ ୫୦ କିଲୋ ହୋଇଥିବା ବେଳେ ଲମ୍ବ ୮ ଫୁଟ୍ ରହିଛି। ଏହା ଏକ ଏୟାରକ୍ରାଫ୍ଟ ବୋଲି କହିଛନ୍ତି ଚାନ୍ଦିପୁର ଆଇଟିଆରର ନିର୍ଦ୍ଦେଶକ। ପରୀକ୍ଷା ପରେ ଏହା ସମୁଦ୍ରରେ ଖସିଥାଇପାରେ। ତେଣୁ ଏଥିରେ ଭୟଭୀତ ନହେବା ପାଇଁ ସେ କହିଛନ୍ତି।

The post ଜାଲରେ ପଡ଼ିଲା ‘ବଂଶୀ ଟାର୍ଗେଟ’ appeared first on Odisha Reporter.



from Odisha Reporter https://ift.tt/2Q8lafH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages