ଚିତ୍ରକୋଣ୍ଡା(ଓଡ଼ିଶା ରିପୋର୍ଟର): ନିଜ ସର୍ଭିସ୍ ରିଭଲଭରରୁ ଗୁଳି ଫୁଟାଇ ଜଣେ ବିଏସ୍ଏଫ୍ ଯବାନ ଆତ୍ମହତ୍ୟା କରିଛନ୍ତି। ଚିତ୍ରକୋଣ୍ଡା ଥାନା ନିକଟ ବିଏସ୍ଏଫ୍ କ୍ୟାମ୍ପରେ ଏପରି ଅଘଟଣ ଘଟିଛି। ଆତ୍ମହତ୍ୟା କରିଥିବା ଯବାନଙ୍କ ନାଁ ଶେଷ କର୍ଣ୍ଣ ହୋଇଥିବା ବେଳେ ତାଙ୍କ ଘର ରାଜସ୍ଥାନରେ ବୋଲି ଜଣାପଡ଼ିଛି।
ଚିତ୍ରକୋଣ୍ଡାର ୯ ନମ୍ବର ବାଟାଲିଅନ୍ରେ କାର୍ଯ୍ୟରତ ଥିଲେ ଯବାନ। ତେବେ କେଉଁ କାରଣରୁ ଜୀବନ ହାରିଲେ ସ୍ପଷ୍ଟ ହୋଇନି ।
The post ଜୀବନ ହାରିଲେ ବିଏସ୍ଏଫ୍ ଯବାନ appeared first on Odisha Reporter.
from Odisha Reporter https://ift.tt/30qWOEa
No comments:
Post a Comment