ONGC ପାଇପ୍‌ଲାଇନ୍‌ରେ ଭୟାବହ ଅଗ୍ନିକାଣ୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 10, 2020

ONGC ପାଇପ୍‌ଲାଇନ୍‌ରେ ଭୟାବହ ଅଗ୍ନିକାଣ୍ଡ

ଗୌହାଟୀ: ଆସାମ ତିନସୁକିଆରେ ଥିବା ONGC ପାଇପ୍‌ଲାଇନ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି । ତିନସୁକିଆ ବାଘଜାନ୍ ଅଞ୍ଚଳରେ ଗତକାଲି ହଠାତ୍ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା । ବୁଲ୍ ଲାଇନ୍ ଅର୍ଥାତ ଯେଉଁଠୁ ପାଇପ୍ ଅନ୍ୟ ଦିଗକୁ ମୋଡ଼ି ଥାଏ ସେହି ଅଞ୍ଚଳରେ ନିଆଁ ଲାଗି ଯାଇଥିଲା । ବେଶ କିଛି ସମୟ ପାଇଁ ହୁତ୍ ହୁତ୍ ହୋଇ ନିଆଁ ଜଳୁଥିବାରୁ ଲୋକେ ଆତଙ୍କିତ ହୋଇପଡ଼ିଥିଲେ ।

ଖବର ପାଇ ସ୍ୱତନ୍ତ୍ର ବିଶେଷଜ୍ଞ ଟିମ୍ ପହଞ୍ଚି । କିଛି ଘଣ୍ଟାର ଅପରେସନ୍ ପରେ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ। ଗତ ମାସରୁ ତିନିସୁକିଆର ONGC ପାଇପଲାଇନ୍‌ରେ ବିଭିନ୍ନ ଅଞ୍ଚଳରେ ନିଆଁ ଲାଗିବା ପରେ ଏହାକୁ ଲିଭାଇବା ପାଇଁ ଲାଗିଛନ୍ତି ବିଶେଷଜ୍ଞ ଟିମ୍ । ଘଟଣା ପରେ ONGC ୨୬୫ କୋଟି ଟଙ୍କା ବିନିଯୋଗରେ ନୂତନ ପାଇପଲାଇନ୍ ବ୍ୟବସ୍ଥା କରିଛି।

The post ONGC ପାଇପ୍‌ଲାଇନ୍‌ରେ ଭୟାବହ ଅଗ୍ନିକାଣ୍ଡ appeared first on Odisha Reporter.



from Odisha Reporter https://ift.tt/3isRnKV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages