ବନ୍ଧୁକ ମୁନ୍‌ରେ ଲୁଟି ନେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 4, 2020

ବନ୍ଧୁକ ମୁନ୍‌ରେ ଲୁଟି ନେଲେ

ସୁନ୍ଦରଗଡ଼(ଭାଗିରଥୀ ସାହୁ): ସୁନ୍ଦରଗଡ଼ ଦରଲିପାଲିର ଏକ ପେଟ୍ରୋଲ ପମ୍ପରୁ ୧ ଲକ୍ଷ ୩୦ ହଜାର ଟଙ୍କା ଲୁଟ୍ ହୋଇଛି । ଦୁଇଟି ବାଇକ୍‌ରେ ପାଞ୍ଚ ଜଣ ଦୁବୃର୍ତ୍ତ ଆସି ବନ୍ଧୁକ ଦେଖାଇ ପେଟ୍ରୋଲ ପକାଇଥିଲେ । ଏହାପରେ କ୍ୟାସ୍ କାଉଣ୍ଟରରୁ ଏକ ଲକ୍ଷ ୩୦ ହଜାର ଟଙ୍କା ଲୁଟି ନେଇ ସେଠୁ ଫେରାର ହୋଇଯାଇଛନ୍ତି ।

ଖାଲି ଟଙ୍କା ଲୁଟିଲେ ତା ନୁହେଁ ପେଟ୍ରୋଲ ପମ୍ପରେ କାମ କରୁଥିବା ବ୍ୟକ୍ତିଙ୍କ ୭ଟି ମୋବାଇଲ୍ ମଧ୍ୟ ଦୁର୍ବୃତ୍ତମାନେ ଲୁଟି ନେଇଛନ୍ତି । ଧରାପଡ଼ିଯିବା ଭୟରେ ପମ୍ପର ସିସିଟିଭି କ୍ୟାମେରାର ହାର୍ଡ ଡିସ୍କକୁ ବି ନେଇ ଚାଲି ଯାଇଛନ୍ତି । ଘଟଣା ପରେ ପୋଲିସ୍ ପହଞ୍ଚି ମାମଲାର ତଦନ୍ତ କରୁଛି ।

The post ବନ୍ଧୁକ ମୁନ୍‌ରେ ଲୁଟି ନେଲେ appeared first on Odisha Reporter.



from Odisha Reporter https://ift.tt/3i1j5i1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages