ରାଜଧାନୀରେ ନକଲି ଇଞ୍ଜିନ୍ ଅଏଲ୍ ତିଆରି କାରଖାନା ଠାବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 29, 2020

ରାଜଧାନୀରେ ନକଲି ଇଞ୍ଜିନ୍ ଅଏଲ୍ ତିଆରି କାରଖାନା ଠାବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତକିଛି ଦିନ ହେଲା କଟକରେ  ନକଲି ଗଙ୍ଗାଜଳଠୁ ଆରମ୍ଭ କରି ନକଲି ସସ୍ ତିଆରି କାରଖାନା ଯାଏଁ ଠାବ ହେବା ପରେ ଏବେ ଗତକାଲି ରାଜଧାନୀ ପାଳି। ରାଜଧାନୀ ଭୁବନେଶ୍ୱରରୁ ଠାବ ହୋଇଛି ନକଲି ଇଞ୍ଜିନ୍ ଅଏଲ୍ ତିଆରି କାରଖାନା । ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଚକେଇସିଆଣିରେ ଏହି ନକଲି ଲୁବ୍ରିକେଣ୍ଟ ତିଆରି କାରଖାନା ଠାବ ହୋଇଛି ।

ମିଳିଥିବା ସୂଚନା ମୁତାବକ, ଗତକାଲି  ସନ୍ଧ୍ୟାରେ କମିଶନରେଟ୍ ପୁଲିସ୍‌ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚଢ଼ଉ କରିବା ସହ ୩ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ଏହାସହ ୨ଶହ ଲିଟର କ୍ଷମତା ବିଶିଷ୍ଟ ୬୦ରୁ ଅଧିକ କିରୋସିନି ଡ୍ରମ୍ ଏବଂ କିଛି ପୋଡ଼ା ମୋବିଲ୍‌କୁ ଜବତ କରିଛି ପୁଲିସ୍‌ ।

The post ରାଜଧାନୀରେ ନକଲି ଇଞ୍ଜିନ୍ ଅଏଲ୍ ତିଆରି କାରଖାନା ଠାବ appeared first on Odisha Reporter.



from Odisha Reporter https://ift.tt/2SdbaDg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages