କାର୍‌ରୁ ଜବତ ହେଲା ୮୦ କେଜି ଚନ୍ଦନ କାଠ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 13, 2020

କାର୍‌ରୁ ଜବତ ହେଲା ୮୦ କେଜି ଚନ୍ଦନ କାଠ

ମୋହନା(ମିହିର ଜତି): କାରରୁ ଜବତ ହେଲା  ୮୦ କେଜି ଚନ୍ଦନ କାଠ। ଚନ୍ଦନ କାଠ ଚୋରା ଚାଲାଣରେ ସଂପୃକ୍ତି ଅଭିଯୋଗରେ ୩ ଜଣଙ୍କୁ  ଗିରଫ କରିଛି ପୋଲିସ ।

ଗଜପତି ଜିଲ୍ଲା ମୋହନା ଥାନା କମଳାପୁର ଓ ଲୁହାଗୁଡି ରାସ୍ତାରେ ପୋଲିସ ଚଢ଼ାଉ କରି ଏକ କାରରୁ ୮୦ କେଜି ଚନ୍ଦନ କାଠ ସହ ୩୯ ହଜାର ଟଙ୍କା ଜବତ କରିଛି । ଆର.ଉଦୟଗିରି ଅଞ୍ଚଳରୁ ଚନ୍ଦନ କାଠ ବ୍ରହ୍ମପୁର ଚାଲାଣ  ହେଉଥିବା ବେଳେ ଖବର ପାଇ ପୁଲିସ୍‌  ଚଢ଼ାଉ କରି କାର୍‌କୁ ଜବତ କରିଛି।  ଜବତ କାଠର ଆନୁମାନିକ ମୂଲ୍ୟ ୧ ଲକ୍ଷ ୨୦ ହଜାର ଟଙ୍କା ହେବ ।  ପୋଲିସ ଜବତ କାଠ ସହ ଅଭିଯୁକ୍ତମାନଙ୍କୁ ବନ ବିଭାଗକୁ ହସ୍ତାନ୍ତର କରିଛି ।

The post କାର୍‌ରୁ ଜବତ ହେଲା ୮୦ କେଜି ଚନ୍ଦନ କାଠ appeared first on Odisha Reporter.



from Odisha Reporter https://ift.tt/32pIRHt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages