ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରୁ ୩୨୬୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୯୬୧ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ୧୩୦୬ ଟି ହେଉଛି ଲୋକାଲ୍ କେସ୍।
ଗତ କିଛି ଦିନ କରୋନା ହଟସ୍ପଟ ପାଲଟିଥିବା ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ନୂଆ ରେକର୍ଡ କରୁଛି। ଗତ କିଛି ଦିନ ଧରି ୭୦୦ ଉପରେ ରହି ରାଜ୍ୟରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ଏହି ଜିଲ୍ଲାର ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୮୦୦ ପାର୍ କରିଦେଲାଣି। ଖୋର୍ଦ୍ଧା ଜିଲ୍ଲାରୁ କେବଳ ୮୫୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୩୮୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବ୍ୟତୀତ ରାୟଗଡ଼ାରୁ ୧୬୯ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଭଦ୍ରକରୁ ୧୩୮, ମୟୂରଭଞ୍ଜ ଜିଲ୍ଲାରୁ ୧୩୪, ସୁନ୍ଦରଗଡ଼ରୁ ୧୨୭, ଗଞ୍ଜାମରୁ ୯୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
Covid-19 Report For 3rd September
New Positives Cases: 3267
In quarantine: 1961
Local contacts: 1306(Details of local contacts will be shared by concerned Dist Administration)
District Wise Cases
1. Angul: 60
2. Balasore: 9
3. Bargarh: 120
4. Bhadrak: 138
5. Balangir: 43— I & PR Department, Odisha (@IPR_Odisha) September 4, 2020
6. Boudh: 44
7. Cuttack: 384
8. Deogarh: 23
9. Dhenkanal: 18
10. Gajapati: 18
11. Ganjam: 97
12. Jagatsinghpur: 66
13. Jajpur: 23
14. Jharsuguda: 37
15. Kalahandi: 37
16. Kandhamal: 27
17. Kendrapada: 51
18. Keonjhar: 107
19. Khurda: 859
20. Koraput: 83
21. Malkangiri: 17— I & PR Department, Odisha (@IPR_Odisha) September 4, 2020
22. Mayurbhanj: 134
23. Nawarangpur: 85
24. Nayagarh: 70
25. Nuapada: 40
26. Puri: 235
27. Rayagada: 169
28. Sambalpur: 80
29. Sonepur: 66
30. Sundargarh: 127New Recoveries: 3278
Cumulative Tested: 1997345
Positive: 116678
Recovered: 87351
Active Cases: 28743— I & PR Department, Odisha (@IPR_Odisha) September 4, 2020
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୬୬୭୮ ରେ ପହଞ୍ଚିଥିବା ବେଳେ ୨୮୭୪୩ ଆକ୍ଟିଭ କେସ୍ ରହିଛି। ୮୭,୩୫୧ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୫୩୧ ଜଣ କରୋନାରେ ଆଖି ବୁଜି ସାରିଲେଣି।
The post ରାଜ୍ୟରୁ ଚିହ୍ନଟ ହେଲେ ୩୨୬୭ ନୂଆ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ୮୦୦ ଉପରେ appeared first on Odisha Reporter.
from Odisha Reporter https://ift.tt/2QTHf25
No comments:
Post a Comment