ବାଙ୍କି(ସଞ୍ଜୀପ କୁମାର ନାୟକ):ବାଙ୍କୀ ଥାନା ଅଧୀନ ଜାତମୁଣ୍ଡିଆ -ସୁବର୍ଣ୍ଣପୁର ମହାନଦୀ ବ୍ରିଜ୍ ତଳକୁ ଡେଇଁପଡ଼ିଥିବା ଯୁବତୀ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି। ମହାନଦୀରେ ଉଛୁଳା ପାଣି ଥିବା ସତ୍ତ୍ୱେ ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ଉଦ୍ଧାର କରିଥିବା ଜଣାଯାଇଛି। ଯୁବତୀଜଣକ ସୁସ୍ଥ ଥିବା ବେଳେ କେଉଁ କାରଣରୁ ମହାନଦୀକୁ ଡେଇଁ ପଡ଼ିଥିଲେ ତାହା ଅସ୍ପଷ୍ଟ ରହିଛି।
The post ମହାନଦୀକୁ ଡେଇଁ ପଡ଼ିଥିଲେ ଯୁବତୀ, ଉଦ୍ଧାର ହେଲେ appeared first on Odisha Reporter.
from Odisha Reporter https://ift.tt/32X6whC
No comments:
Post a Comment