କୋଲୋନ୍ କ୍ୟାନସରର ଉପଚାର କଫିରେ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 28, 2020

କୋଲୋନ୍ କ୍ୟାନସରର ଉପଚାର କଫିରେ !

ନୂଆଦିଲ୍ଲୀ: ଯେଉଁମାନେ କୋଲୋନ୍ କ୍ୟାନସର (ପେଟରେ କ୍ୟାନସର)ରେ ଆକ୍ରାନ୍ତ ଥିବେ ସେମାନଙ୍କ ପାଇଁ ଗୋଟିଏ କପ୍ କଫି ବହୁତ ଲାଭଦାୟକ। ଏକ ରିପୋର୍ଟ ଅନୁଯାୟୀ, ଯଦି ପେଟରେ କ୍ୟାନସର ହୋଇଥିବା ବ୍ୟକ୍ତି ଯଦି ଦିନକୁ ଚାରି କପ୍ କଫି ପିଉଛନ୍ତି, ତେବେ ଏହାର ପ୍ରଭାବ ବହୁତ ପ୍ରଭାବଶାଳୀ ହୋଇପାରେ।

ରିପୋର୍ଟ ଅନୁଯାୟୀ, କଫି ପିଇବା ଦ୍ୱାରା ପେଟରେ କ୍ୟାନସର ବୃଦ୍ଧି ଉପରେ ବ୍ରେକ୍ ଦେଇଥାଏ। ଏମିତିକି ସ୍ଥିତି ବିଗିଡିବା ପୂର୍ବରୁ ଏହାକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ। ଏଥିସହ ଜଣାପଡ଼ଡିଛି ଯେ ଦିନକୁ ଅତି କମରେ ଚାରି କପ୍ କଫି ପିଉଥିବା ରୋଗୀଙ୍କ ବଞ୍ଚିବାର ସମ୍ଭାବନା ବଢ଼ିଥାଏ।

ତେବେ ଏହା ଲାଊଦାୟକ ହେବ ଯେଉଁମାନଙ୍କ ବୟସ ୫୦ ବର୍ଷରୁ କମ୍ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ୫୦ ବର୍ଷରୁ ଅଧିକ ବ୍ୟକ୍ତିଙ୍କ କ୍ଷେତ୍ରରେ ଏହା ଏତେଟା ସଫଳ ନୁହେଁ ବୋଲି ଜଣାପଡ଼ିଛି। ତେବେ ଏହି କୋଲେନ୍ କ୍ୟାନସ ପାଇଁ କେବଳ କଫି ଉପରେ ନିର୍ଭର କରିବା ଠିକ୍ ନୁହେଁ।

ଡକ୍ଟର କିମି ନାଗ କହିଛନ୍ତି, କୋଲେନ୍ କ୍ୟାନସର ରୋଗୀଙ୍କ ଅବସ୍ଥା ସୁଧାରିବାରେ କଫି ସହାୟକ ହେଉଛି। ଏହାକୁ ନେଇ ଅନୁସନ୍ଧାନ ଚାଲିଛି। ବ୍ୟକ୍ତି ଅନୁସାରେ ଏହା ଅଲଗା ଅଲଗା ହୋଇପାରେ।

The post କୋଲୋନ୍ କ୍ୟାନସରର ଉପଚାର କଫିରେ ! appeared first on Odisha Reporter.



from Odisha Reporter https://ift.tt/3mXnIwt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages