ରେଳ ଟ୍ରାକରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 28, 2020

ରେଳ ଟ୍ରାକରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

କଣ୍ଟାବାଞ୍ଜି (ଓଡ଼ିଶା ରିପୋର୍ଟର): ବଲାଙ୍ଗୀର ଜିଲ୍ଲା ମୁରିବାହାଲ  ରେଳ ଷ୍ଟେସନ ନିକଟରେ ଥିବା ସାଲେପଡା ଗାଁ ପାଖ ରେଳ ଟ୍ରାକରୁ ଜଣେ  ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତିଜଣଙ୍କ ହେଲେ ମୁରିବାହାଲ ଥାନା ଘଣ୍ଟାବାହାଲ ଗାଁର ଗୁନି ରଣା।

ଗୁନିଙ୍କ  ମୃତ୍ୟୁର  କାରଣ ଅସ୍ପଷ୍ଟ ରହିଛି । ତାଙ୍କ ମୁହଁରେ ଆଘାତ ଲାଗିଛି। ଘଟଣାସ୍ଥଳରେ କଣ୍ଟାବାଞ୍ଜି ଜିଆରପି ଏସ.ଆଇ  ମୋହନ ନାଏକ ପହଞ୍ଚି  ତଦନ୍ତ ଆରମ୍ଭ କରିଛନ୍ତି l ଏହା ହତ୍ୟା ନା ଆତ୍ମହତ୍ୟା ଜଣାପଡିନାହିଁ । ଜିଆରପି ପୁଲିସର  ପ୍ରତିକ୍ରିୟା ମିଳିପାରିନାହିଁ  ।

 

 

The post ରେଳ ଟ୍ରାକରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର appeared first on Odisha Reporter.



from Odisha Reporter https://ift.tt/3cIVvoG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages