ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଭିତରେ ଥିଲା ଚୋରା ମାଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 22, 2020

ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଭିତରେ ଥିଲା ଚୋରା ମାଲ୍‌

ମାଲକାନଗିରି(ଜିତେନ୍ଦ୍ର ବେଉରା): ଜାତୀୟ ରାଜପଥ ଉପରେ ଜଳିଗଲା ଗଞ୍ଜେଇ ବୋଝେଇ କାର୍।  ମାଲକାନଗିରି ଏମ୍‌ଭି-୧୭ ଗାଁ ନିକଟ ଜାତୀୟ ରାଜପଥ ଉପରେ କାର୍‌ଟି ଯାଉଥିବାବେଳେ ସେଥିରେ ନିଆଁ ଲାଗି ଯାଇଥିଲା । ଖବର ପାଇ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା  ।

ଅଗ୍ନିଶମ ବାହିନୀ ନିଆଁ ଆୟତ୍ତ କରିବା ପରେ କାର୍ ଭିତରୁ ମିଳିଲା ବିପୁଳ ଗଞ୍ଜେଇ।  କାର ସହ ଗଞ୍ଜେଇ ଜବତ କରି ଏମଭି-୧୭ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି। ଅଗ୍ନିକାଣ୍ଡ ପରେ ଗାଡ଼ି ଛାଡ଼ି ଡ୍ରାଇଭର ଓ ଅନ୍ୟ ମାଫିଆ ଫେରାର ହୋଇଯାଇଥିବା ଜଣାଯାଇଛି।

The post ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଭିତରେ ଥିଲା ଚୋରା ମାଲ୍‌ appeared first on Odisha Reporter.



from Odisha Reporter https://ift.tt/2FXNSya

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages