ପତ୍ନୀ ହତ୍ୟା ଅଭିଯୋଗ; ଗିରଫ ହେଲେ ଆଇଆରବି ଯବାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 17, 2020

ପତ୍ନୀ ହତ୍ୟା ଅଭିଯୋଗ; ଗିରଫ ହେଲେ ଆଇଆରବି ଯବାନ

ଦେବଗଡ଼(ସିଦ୍ଧାର୍ଥ ଗୁରୁ):  ପତ୍ନୀଙ୍କ ହତ୍ୟା ଅଭିଯୋଗରେ ଗିରଫ ହେଲେ ଆଇଆରବି ଯବାନ ।  ଦେବଗଡ଼ ଜିଲ୍ଲା କୋରଡ୍ ଗାଁର ଯବାନ ଅଶ୍ୱିନୀ ଭୁକ୍ତାଙ୍କ ପତ୍ନୀ ଜ୍ୟୋତିପ୍ରୀୟା  ଗତ ୧୧ ତାରିଖରେ ବିଷ ପିଇ ଦେଇଥିବା ବେଳେ ତାଙ୍କ ମୃତ୍ୟୁ ହୋଇଥିବା ଶାଶୁ ଘର ଲୋକେ ଅଭିଯୋଗ କରିଥିଲେ ।

ଜ୍ୟୋତିଙ୍କ ପରିବାର ଲୋକେ ଝିଅର ମୃତ୍ୟୁ ଖବର ପାଇ ଥାନାରେ ହତ୍ୟା ଅଭିଯୋଗ କରିଥିଲେ। ବାରମ୍ବାର ଜ୍ୟୋତିଙ୍କୁ ଶାଶୁ ଘର ଲୋକେ ନିର୍ଯାତନା ଦେଇଥିବା ଅଭିଯୋଗ କରିବା ସହ  ଝିଅକୁ ହତ୍ୟା କରାଯାଇଥିବା ସେମାନେ ଅଭିଯୋଗ କରିଥିଲେ।

ଘଟଣାର ତଦନ୍ତ କରି ଦେବଗଡ଼ ପୋଲିସ୍  ସ୍ୱାମୀ ଅଶ୍ୱିନୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିବା ପରେ ଗିରଫ କରି କୋର୍ଟଚାଲାଣ କରିଛି ।

The post ପତ୍ନୀ ହତ୍ୟା ଅଭିଯୋଗ; ଗିରଫ ହେଲେ ଆଇଆରବି ଯବାନ appeared first on Odisha Reporter.



from Odisha Reporter https://ift.tt/33DQ4mC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages