ସରପଞ୍ଚଙ୍କ ଉପରେ ଜରିମାନା; ଗଣିବେ ଲକ୍ଷେ ଟଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 29, 2020

ସରପଞ୍ଚଙ୍କ ଉପରେ ଜରିମାନା; ଗଣିବେ ଲକ୍ଷେ ଟଙ୍କା

ବରଗଡ଼(ଦୀପକ ଶର୍ମା) : କୋଭିଡ ନିୟମ ଉଲ୍ଲଘଂନ ଅଭିଯୋଗରେ ସରପଞ୍ଚଙ୍କ ଉପରେ ହେଲା ୧ ଲକ୍ଷ ଟଙ୍କାର ଜରିମାନା ଳଗାଇଲେ ବିଡିଓ   ବରଗଡ଼ ଜିଲ୍ଲା ଗାଇସିଲଟ ବ୍ଲକ ବିଡିଓ ରଞ୍ଜନ ସା ସ୍ଥାନୀୟ ସରପଞ୍ଚ ମାଲବ ସାହୁଙ୍କୁ ୧ ଲକ୍ଷ ଟଙ୍କା ଜରିମାନା କରିଛନ୍ତି ।

କିରାସିନି ଘୋଟାଲା ଅଭିଯୋଗ କରି ବିଡିଓ ଅଫିସଙ୍କୁ ଘେରାଉ କରିଥିଲେ ଗ୍ରାମବାସୀ।  ସ୍ଥାନୀୟ ସରପଞ୍ଚ ମାଲବ ସାହୁ  ପ୍ରାୟ ଦେଢଶହ ଗ୍ରାମବାସୀଙ୍କୁ ନେଇ   ବିଡିଓଙ୍କ କାର୍ଯ୍ୟାଳୟକୁ  ଯାଇ ପ୍ରତିବାଦ କରିଥିଲେ । ଏହି ଘଟଣାରେ କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ଏହି ଅର୍ଥଦଣ୍ଡ କରିଛନ୍ତି ଗାଇସିଲଟ ବିଡିଓ।

The post ସରପଞ୍ଚଙ୍କ ଉପରେ ଜରିମାନା; ଗଣିବେ ଲକ୍ଷେ ଟଙ୍କା appeared first on Odisha Reporter.



from Odisha Reporter https://ift.tt/347E6lD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages