୪ ସେପ୍ଟେମ୍ବର, ଶୁକ୍ରବାର: ଶୁଭ ସମାଚାର ଶୁଣିବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 3, 2020

୪ ସେପ୍ଟେମ୍ବର, ଶୁକ୍ରବାର: ଶୁଭ ସମାଚାର ଶୁଣିବେ

ମେଷ: ମାନସିକତାରେ ପରିବର୍ତ୍ତନ ହେବ। ଗୁରୁଜନଙ୍କଠାରୁ ଆଶୀର୍ବାଦ ପାଇବେ। ପୁରାତନ ଶତ୍ରୁମାନେ ମୁଣ୍ଡ ଟେକି ପାରନ୍ତି।

ବୃଷ: ସମସ୍ତ କାମ ନିର୍ବିଘ୍ନରେ ସଂପନ୍ନ କରିବେ। ଜାଗା, ଜମି, ଯାନବାହନ ଓ ସଂପତ୍ତି କ୍ରୟ ଏବଂ ବିକ୍ରୟ କରିପାରିବେ। କୌଣସି ମହତ୍ୱପୂର୍ଣ୍ଣ କାର୍ଯ୍ୟ ନିଜ ହାତକୁ ନେବେ।

ମିଥୁନ: ଉଚ୍ଚାଧିକାରୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବେ।

କର୍କଟ: ଶୁଭ ସମାଚାର ପ୍ରାପ୍ତି ହେବ। କଠିନ ପରିଶ୍ରମ କରି ନିଜର ପତିଆରା ବଜାୟ ରଖିବେ। କାରବାରରେ ବହୁତ ଲାଭ ପାଇବାର ଯୋଗ ଅଛି।

ସିଂହ: ପରୋପକାର ବା ଜନକଲ୍ୟାଣ କାମରେ ବ୍ୟସ୍ତ ରହିବେ। ଲୋକପ୍ରିୟତା ହାସଲ କରିବେ। କ୍ରୋଧିତ ହେଲେ କାର୍ଯ୍ୟରେ ସଫଳ ହେବେ ନାହିଁ।

କନ୍ୟା: ଶରୀର ସୁସ୍ଥ ରହିବ। ଅଟକିଥିବା ଟଙ୍କା ମିଳିଯିବ। କର୍ମକ୍ଷେତ୍ରରେ ପଦୋନ୍ନତିରେ ସୂଚନା ମିଳିପାରେ।

ତୁଳା: ସଂପର୍କୀୟ ବ୍ୟକ୍ତି ଆର୍ଥିକ ସହାୟତା କରିବେ। ବହୁତ ଦିନରୁ ଅଟକିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ନିଜ ବିବେକ ଦ୍ୱାରା ସମସ୍ତ ସମସ୍ୟାର ସମାଧାନ କରିପାରିବେ।

ବିଛା: ଯେତେ ପରିଶ୍ରମ କରିବେ ସେତେ ଅଧିକ ଲାଭ ହେବ। ପୁରୁଣା ବନ୍ଧୁଙ୍କ ସହାୟତାରେ ଆର୍ଥିକ ସ୍ଥିତି ବଦଳିବ। କୌଣସି ଖବର ପାଇ ଆଶ୍ଚର୍ଯ୍ୟ ହେବେ।

ଧନୁ: ବିଦ୍ୟାର୍ଥୀମାନଙ୍କୁ ଶୁଭ ସୂଚନା ମିଳିବ। ବୁଦ୍ଧି ବିବେକ ଖଟାଇ ଧୈର୍ଯ୍ୟର ସହିତ ଚାଲିବା ଉଚିତ। ରାସ୍ତାଘାଟରେ ଯଥେଷ୍ଟ ସତର୍କ ହୋଇ ଯା’ଆସ କରିବା ଉଚିତ୍।

ମକର: ଶୁଭ ସମାଚାର ଶୁଣିବେ। ସ୍ୱାସ୍ଥ୍ୟରେ ସୁଧାର ଆସିବ। ମନୋବଳ ଦୃଢ଼ ହେବ। କୌଣସି ନୂଆ କାମ ଆରମ୍ଭ କରିବେ। ଅଧ୍ୟାପନା ଓ ଅନୁସନ୍ଧାନ ପରି କାର୍ଯ୍ୟରେ ସଫଳତା ମିଳିବ।

କୁମ୍ଭ: ଶତ୍ରୁମାନେ ଦୂରେଇ ରହିବେ। ମାନସିକ ଶାନ୍ତି ମିଳିବ। ବନ୍ଧୁବାନ୍ଧବଙ୍କ ଠାରୁ କୌଣସି ଶୁଭ ସମାଚାର ଶୁଣିବେ।

ମୀନ: ସହଯୋଗୀଙ୍କ ଦ୍ୱାରା ଆଶାତୀତ ଲାଭ ପାଇବେ। ନକାରାତ୍ମକ ଚିନ୍ତାରୁ ଦୂରେଇ ରୁହନ୍ତୁ।

The post ୪ ସେପ୍ଟେମ୍ବର, ଶୁକ୍ରବାର: ଶୁଭ ସମାଚାର ଶୁଣିବେ appeared first on Odisha Reporter.



from Odisha Reporter https://ift.tt/3lMQQWP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages