କ୍ଷେତରୁ ମିଳିଲା ମୄତଦେହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 18, 2020

କ୍ଷେତରୁ ମିଳିଲା ମୄତଦେହ

ବୀରମିତ୍ରପୁର(ରାକେଶ ସାହୁ); ସୁନ୍ଦରଗଡ଼ ଜିଲ୍ଲା ହାତୀବାରୀ ଥାନା ଅନ୍ତର୍ଗତ କରଡେଗା ପଞ୍ଚାୟତସ୍ଥିତ ଗୋଲେଇ ଛକ ପାଖ କ୍ଷେତରୁ ଜଣେ ବ୍ୟକ୍ତିର ମୄତଦେହ ପରିତ୍ୟକ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି। ମୄତ ବ୍ୟକ୍ତିଙ୍କ ପରିଚୟ ମିଳିନାହିଁ।

ଆଜି  ସ୍ଥାନୀୟ ବାସିନ୍ଦା ନିଜ କ୍ଷେତକୁ ଯିବା ବେଳେ କେହି ମରି ପଡି ଥିବା ଦେଖି ହାତୀବାରୀ ପୁଲିସକୁ ସୂଚନା ଦେଇଥିଲେ l ହାତୀବାରୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିଛି l  ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି l

କେହି ଏହି ଅଜଣା ବ୍ୟକ୍ତି ଜଣଙ୍କୁ ବିଳମ୍ବିତ ରାତିରେ ହତ୍ୟା କରି କ୍ଷେତରେ ଫୋପାଡି ଦେଇଥିବା ଅନୁମାନ କରାଯାଉଛି l  ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି l

 

 

The post କ୍ଷେତରୁ ମିଳିଲା ମୄତଦେହ appeared first on Odisha Reporter.



from Odisha Reporter https://ift.tt/2RCJQxR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages