ପର୍ଯ୍ୟଟନ ମନ୍ତ୍ରୀଙ୍କୁ କରୋନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 7, 2020

ପର୍ଯ୍ୟଟନ ମନ୍ତ୍ରୀଙ୍କୁ କରୋନା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେ ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି।

ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଲେଖିଛନ୍ତି- ମାର୍ଚ୍ଚ ମଧ୍ୟଭାଗରୁ ଅନବରତ ଭାବେ କାର୍ଯ୍ୟ କରିଆସୁଥିଲି। ଗୋଟିଏ ବି ଦିନ ବସି ଯାଇନାହିଁ। ଏହି ମହାମାରୀ ବେଳେ ବହୁତ ଚେଷ୍ଟା କରିଛି ଯେପରି ଲୋକେ ନିଜକୁ ଏକୁଟିଆ ଅନୁଭବ ନ କରିବେ। ମୁଖ୍ୟମନ୍ତ୍ରୀ ଯେଉଁ ଅନୁସାରେ କହିଛନ୍ତି ସେହି ଅନୁସାରେ କାର୍ଯ୍ୟ କରିଛି। ଶେଷରେ ମୋତେ କୋଭିଡ୍‌-୧୯ ହେଲା। ଯେଉଁମାନେ ଗତ ୭ ଦିନରେ ମୋ ସଂସ୍ପର୍ଶରେ ଆସିଛନ୍ତି, ସେମାନେ ଏକାନ୍ତରେ ରୁହନ୍ତୁ।

The post ପର୍ଯ୍ୟଟନ ମନ୍ତ୍ରୀଙ୍କୁ କରୋନା appeared first on Odisha Reporter.



from Odisha Reporter https://ift.tt/2DzjmtA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages