ଆଖି ବୁଜିଲେ ‘ଜହ୍ନମାମୁଁ’ କାର୍ଟୁନିଷ୍ଟ କେ.ସି ଶିବଶଙ୍କର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 29, 2020

ଆଖି ବୁଜିଲେ ‘ଜହ୍ନମାମୁଁ’ କାର୍ଟୁନିଷ୍ଟ କେ.ସି ଶିବଶଙ୍କର

ଚେନ୍ନାଇ:  ଆଖି ବୁଜିଲେ ଜହ୍ନମାମୁଁ ପତ୍ରିକାର ପ୍ରସିଦ୍ଧ ଚିତ୍ରକର ତଥା କାର୍ଟୁନିଷ୍ଟ କେ.ସି ଶିବଶଙ୍କର । ୯୭ ବର୍ଷ ବୟସରେ  ମଙ୍ଗଳବାର ଚେନ୍ନାଇରେ ତାଙ୍କର ପରଲୋକ ଘଟିଛି ।

୧୯୨୪ରେ ଜନ୍ମିତ ଶିବଶଙ୍କର ୧୯୪୭ ମସିହାରେ ଜହ୍ନମାମୁଁରେ ଯୋଗ ଦେଇଥିଲେ । ସେ ଏହାର ପ୍ରାରମ୍ଭିକ ସଦସ୍ୟଙ୍କ ମଧ୍ୟରୁ ଅନ୍ୟତମ ଥିଲେ । ଜହ୍ନମାମୁଁରେ ତାଙ୍କ ପୁରା ଜୀବନକାଳ କଟିଥିଲା।  ଜହ୍ନମାମୁଁ ପତ୍ରିକା ବନ୍ଦ ହେବା ପର୍ଯ୍ୟନ୍ତ ସେ ସେଥିରେ କାର୍ଯ୍ୟ କରୁଥିଲେ ।

ଅଶି ଓ ନବେ ଦଶକରେ ବେଶ୍ ଲୋକପ୍ରିୟତା ପାଇଥିଲା ଚନ୍ଦାମାମା ଅଥବା ଜହ୍ନମାମୁଁ ପତ୍ରିକା । ପ୍ରତିଟି ଭାରତୀୟ କିଶୋର ନିଜ ମାତୃଭାଷାରେ ଜହ୍ନମାମୁଁ ପଢିବାକୁ ଭଲ ପାଉଥିଲେ।

The post ଆଖି ବୁଜିଲେ ‘ଜହ୍ନମାମୁଁ’ କାର୍ଟୁନିଷ୍ଟ କେ.ସି ଶିବଶଙ୍କର appeared first on Odisha Reporter.



from Odisha Reporter https://ift.tt/3l08Sni

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages