ଆଜିଠୁ ନୂଆ ନିୟମ ଲାଗୁ; ଗାଡ଼ି ଚଳାଇବା ବେଳେ ଦରକାର ପଡ଼ିବନି DL - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 30, 2020

ଆଜିଠୁ ନୂଆ ନିୟମ ଲାଗୁ; ଗାଡ଼ି ଚଳାଇବା ବେଳେ ଦରକାର ପଡ଼ିବନି DL

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗାଡ଼ି ଚଳାଇବା ବେଳେ ଏଣିକି ଦରକାର ପଡ଼ିବନି DL ଓ ଅନ୍ୟ କାଗଜପତ୍ର । ଯଦି ବି ଚାଳକ ଏସବୁ ନିଜ ସହ ନେଇନାହାନ୍ତି ତେବେ ବି ସେମାନଙ୍କ ଉପରେ ଲାଗୁ ହେବନି ଜୋରିମାନା । ତେବେ ଚାଳକଙ୍କୁ ଏସବୁକୁ ନିଜ ମୋବାଇଲ୍‌ର ଡିଜି ଲକ୍‌ ଆପ୍ ଓ ଏମ୍. ପରିବହନ ଆପ୍‌ରେ ଡିଜିଟାଲ୍ କପି ରଖିବାକୁ ପଡ଼ିବ । ନୂଆ ମୋଟର ଯାନ ଆଇନର ଡିଜିଟାଲ୍ ବ୍ୟବସ୍ଥାରେ ଏନେଇ ଆଜିଠୁ ନୂଆ ନିୟମ ଲାଗୁ ହୋଇଛି ।

ଗାଡ଼ି ଯାଞ୍ଚ ବେଳେ ଏଣିକି ଆଉ DL,  PUC,  ଇନସୁରାନ୍ସ ସମେତ ଅନ୍ୟ କାଗଜପତ୍ରର ହାର୍ଡ କପି ଧରିବା ବାଧ୍ୟତାମୂଳକ ନୁହେଁ । ଚେକିଂ ବେଳେ ଡିଜିଟାଲ୍ କପି ଦେଖାଇ ହେବ ।

ଏନେଇ ଗତବର୍ଷ କେନ୍ଦ୍ର ପରିବହନ ବିଭାଗ ପକ୍ଷରୁ ସମସ୍ତ ରାଜ୍ୟର ବିଭାଗ ଓ ପୋଲିସ୍ ସହ ଏନେଇ ସହଯୋଗ କରିବାକୁ ଆଲୋଚନା ହୋଇଛି।

The post ଆଜିଠୁ ନୂଆ ନିୟମ ଲାଗୁ; ଗାଡ଼ି ଚଳାଇବା ବେଳେ ଦରକାର ପଡ଼ିବନି DL appeared first on Odisha Reporter.



from Odisha Reporter https://ift.tt/3cJ3tOy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages