ଅହମଦାବାଦ: ଗୁଜରାଟ ସୁରତର ହଜିରାସ୍ଥିତ ONGC ପ୍ଲାଣ୍ଟରେ ଗତକାଲି ବିଳମ୍ବିତ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। ଅଗ୍ନିକାଣ୍ଡ ପରେ ପ୍ଲାଣ୍ଟ ପରିସରରେ ବଡ଼ଧରଣର ବିସ୍ଫୋରଣ ହୋଇଥିବା ନେଇ ସୂଚନା ମିଳିଛି। ତେବେ ଏହି ଘଟଣାରେ କୌଣସି ମୃତାହତ ନେଇ ସୂଚନା ମିଳିନି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବା ଲାଗି ଉଦ୍ୟମ ଜାରି ରଖିଛି। ତେବେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଲା, ସେନେଇ ସ୍ପଷ୍ଟ ହୋଇନି ।
ସୂଚନାଯୋଗ୍ୟ, ୨୦୧୫ ମସିହାରେ ମଧ୍ୟ ଏଠାରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୫ ଜଣଙ୍କ ଜୀବନ ଯାଇଥିଲା।
The post ONGC ପ୍ଲାଣ୍ଟରେ ଭୟାବହ ଅଗ୍ନିକାଣ୍ଡ appeared first on Odisha Reporter.
from Odisha Reporter https://ift.tt/2G3xCf4
No comments:
Post a Comment