ମେଡିକାଲ ପାଚେରୀ ଭାଙ୍ଗି ଉତ୍ପାତ କଲେ ୨ ହାତୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 4, 2020

ମେଡିକାଲ ପାଚେରୀ ଭାଙ୍ଗି ଉତ୍ପାତ କଲେ ୨ ହାତୀ

ଖୋର୍ଦ୍ଧା(ବଳରାମ ଲେଙ୍କା): ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ପଶି ଉତ୍ପାତ ମଚାଇଥିଲେ ୨ଟି ହାତୀ। ହାତୀ ୨ଟି  ମେଡିକାଲ ପାଚେରୀ ଭାଙ୍ଗି ଭିତରେ ପଶିଯିବାରୁ  ରୋଗୀ ଓ ସମ୍ପର୍କୀୟ ଭୟଭୀତ ହୋଇପଡ଼ିଥିଲେ। ପରେ ବନବିଭାଗ କର୍ମଚାରୀ ପହଞ୍ଚି ହାତୀ ୨ଟିଙ୍କୁ ନିକଟ ଜଙ୍ଗଲକୁ ଘଉଡ଼ାଇ ଦେଇଥିଲେ ।

ସୂଚନାଯୋଗ୍ୟ, କାଇପଦର ଗାଁ ଜଙ୍ଗଲରେ ୨୫ରୁ ଊର୍ଦ୍ଧ୍ୱ ହାତୀ ଥିବା ଗାଁ ଲୋକଙ୍କୁ ସୂଚନା ମିଳିଥିଲା। ସେମାନଙ୍କ ମଧ୍ୟରୁ ଦୁଇଟି ହାତୀ ସହର ମଧ୍ୟକୁ ପଶି ଆସି ମେଡିକାଲ ପାଚେରୀ ଭାଙ୍ଗିଥିଲେ।

The post ମେଡିକାଲ ପାଚେରୀ ଭାଙ୍ଗି ଉତ୍ପାତ କଲେ ୨ ହାତୀ appeared first on Odisha Reporter.



from Odisha Reporter https://ift.tt/3jxbjxj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages