ବଜ୍ରକାପ୍ତା ବିକ୍ରି ପାଇଁ ଡିଲ୍‌ କରୁଥିଲେ, ଧରା ପଡ଼ିଗଲେ ଏସ୍‌ଟିଏଫ୍‌ ହାତରେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 17, 2020

ବଜ୍ରକାପ୍ତା ବିକ୍ରି ପାଇଁ ଡିଲ୍‌ କରୁଥିଲେ, ଧରା ପଡ଼ିଗଲେ ଏସ୍‌ଟିଏଫ୍‌ ହାତରେ

ସୋନପୁର (ଓଡ଼ିଶା ରିପୋର୍ଟର); ସୁବର୍ଣ୍ଣପୁର ଜିଲ୍ଲା ରାଜାକୋଠି ଗାଁରେ ବିକ୍ରି ପାଇଁ ପ୍ରସ୍ତୁତ ହେଉଥିବା ଗୋଟିଏ ବଜ୍ରକାପ୍ତା ଓ ବଜ୍ରକାପ୍ତା କାତି ଜବତ ହୋଇଛି। ଏଥିରେ ସଂପୃକ୍ତ ୨ ଜଣଙ୍କୁ ଏସ୍ଟିଏଫ୍ ଗିରଫ କରିଛି। ଗିରଫ ଦୁଇ ଜଣ ହେଲେ ଉଲୁଣ୍ଡାର କପାସିରା ଗାଁର ସୋମନାଥ ବାଗ୍ ଓ ଗିନ୍ଧିଲାମାଲର ମାରସଲନା।

ଭେଙ୍ଗେରା ମହାନଦୀ ପୋଲ ପାଖରେ ଦୁହେଁ ଜୀବନ୍ତ ବଜ୍ରକାପ୍ତା ଓ କାତି ବିକ୍ରି ପାଇଁ ଡିଲ୍ କରୁଥିବାର ସୂଚନା ପାଇଁ ଏସ୍‌ଟିଏଫ୍ ଚଢ଼ଉ କରିଥିଲା ଜବତ ହୋଇଥିବା ବଜ୍ରକାପ୍ତା କାତିର ଓଜନ ୫ କିଲୋ ୬୫ ଗ୍ରାମ ବୋଲି ଏସ୍‌ଟିଏଫ୍ ସୂଚନା ଦେଇଛି। ଏହାପରେ ଦୁହିଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ତେବେ ଜବତ ବଜ୍ରକାପ୍ତାକୁ ଜଙ୍ଗଲ ବିଭାଗକୁ ହସ୍ତାନ୍ତର କରାଯାଇଥିବାବେଳେ କାତିକୁ ଡେରାଡୁନ୍ ପଠାଇ ଦିଆଯାଇଛି।

The post ବଜ୍ରକାପ୍ତା ବିକ୍ରି ପାଇଁ ଡିଲ୍‌ କରୁଥିଲେ, ଧରା ପଡ଼ିଗଲେ ଏସ୍‌ଟିଏଫ୍‌ ହାତରେ appeared first on Odisha Reporter.



from Odisha Reporter https://ift.tt/3j2wRRm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages