ବନ୍ଦ ଘରୁ ମିଳିଲା ପ୍ରଫେସରଙ୍କ ମୃତଦେହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 21, 2020

ବନ୍ଦ ଘରୁ ମିଳିଲା ପ୍ରଫେସରଙ୍କ ମୃତଦେହ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରସ୍ଥିତ CET ଇଂଜିନିୟରିଂ କଲେଜର ଏକ ଘର ଭିତରୁ ଜଣେ ପ୍ରଫେସରଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ କୋରାପୁଟ ସୁନାବେଡ଼ାର ଭାଗବତ ପ୍ରସାଦ ରଥ । ସେ CET ଇଂଜିନିୟରିଂ କଲେଜର ପ୍ରଫେସର ଥିଲେ ।

ଗତ ୪ ଦିନ ହେଲା ଘର ଭିତର ପଟୁ ବନ୍ଦ ରହିଥିବା ବେଳେ ଦୁର୍ଗନ୍ଧ ବାହାରୁଥିଲା । ପଡ଼ୋଶୀ ପୁଲିସ୍‌କୁ ଫୋନ୍‌ କରିବା ପରେ ପୁଲିସ୍‌ ପହଞ୍ଚି ଭାଗବତଙ୍କ ମୃତଦେହ ଉଦ୍ଧାର କରିଥିଲା

ସୂଚନାଯୋଗ୍ୟ, ଭାଗବତ ୪ ଦିନ ହେଲା ନ୍‌ଲାଇନ୍‌  କ୍ଲାସରେ ଯୋଗଦେଇନଥିଲେ । ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଛନ୍ତି । କେମିତି ଭାଗବତଙ୍କ ମୃତ୍ୟୁ ହେଲା ସେନେଇ ତଦନ୍ତ ଚଳାଇଛି ପୁଲିସ୍‌।

The post ବନ୍ଦ ଘରୁ ମିଳିଲା ପ୍ରଫେସରଙ୍କ ମୃତଦେହ appeared first on Odisha Reporter.



from Odisha Reporter https://ift.tt/2Te6hdy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages