ଜୟପୁର (ଓଡ଼ିଶା ରିପୋର୍ଟର): ଲାଲଗଡ଼ର ବିଭିନ୍ନ ଗାଁରେ ମାଓ ବିରୋଧୀ ପୋଷ୍ଟର ମରାଯାଇଥିବା ଦେଖିବାକୁ ମିଳିଛି। କୋରାପୁଟ ଜିଲ୍ଲା ଲମତାପୁଟ ଅନ୍ତର୍ଗତ ଅନକାଡେଲି, ହନୁମାଲ ଆଦି ଅଞ୍ଚଳରେ ମାଓ ବିରୋଧୀ ପୋଷ୍ଟର ଲଗାଇଛନ୍ତି ମାଲକାନଗିରିର ବିଛିନ୍ନାଞ୍ଚଳ ଉନ୍ନୟନ ସମିତି।
ମାଓବାଦୀମାନେ ବିପ୍ଳବ ନା ରେ ନିରୀହ ଆଦିବାସୀଙ୍କୁ ହତ୍ୟା କରୁଛନ୍ତି। ତାର ଦୃଢ଼ ନିନ୍ଦା କରିଥିବା ଉଲେଖ କରିଛନ୍ତି। ଏପରିକି ଗତ ୨୦ ତାରିଖରେ ମାଲକାନଗିରି ଜିଲ୍ଲାର ଜୋଡମ୍ବର ନିରୀହ ଆଦିବାସୀ ଯୁବକ ଦାସ ଖେମୁଣ୍ଡୁଙ୍କୁ ହତ୍ୟା କରି ନିଜର ଅସଲ ମୁଖା ଖୋଲିଯାଇଛି ବୋଲି ପୋଷ୍ଟର ଜରିଆରେ ସମାଲୋଚନା କରିଛନ୍ତି।
The post ଲାଲ୍ଗଡ଼ରେ ମାଓ ବିରୋଧୀ ପୋଷ୍ଟର appeared first on Odisha Reporter.
from Odisha Reporter https://ift.tt/2HzO3B1
No comments:
Post a Comment