ଏଥର ମେଡିସିନ୍ ପାଇଁ ତିନି ଜଣଙ୍କୁ ନୋବେଲ୍ ପୁରସ୍କାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 5, 2020

ଏଥର ମେଡିସିନ୍ ପାଇଁ ତିନି ଜଣଙ୍କୁ ନୋବେଲ୍ ପୁରସ୍କାର

ନୂଆଦିଲ୍ଲୀ: ସ୍ୱିଡେନର ଷ୍ଟକହୋମ୍ ସହରରେ ମେଡିସିନ୍ ପାଇଁ ଘୋଷଣା ହୋଇଛି ନୋବେଲ୍‌ ପୁରସ୍କାର। ଚଳିତ ବର୍ଷ ନୋବେଲ ପୁରସ୍କାର ଲାଗି ଯୁଗ୍ମ ଭାବେ ତିନିଜଣଙ୍କ ନାଁ ଯଥା ଆମେରିକାର ହାର୍ଭେ ଜେ. ଅଲଟର୍ ଓ ଚାର୍ଲ୍ସ ଏମ୍. ରାଇସ୍ ଏବଂ ବ୍ରିଟିଶ ବୈଜ୍ଞାନିକ ମାଇକେଲ୍ ହଟନଙ୍କୁ ଚୟନ କରାଯାଇଛି।

ଏହି ବୈଜ୍ଞାନିକମାନଙ୍କୁ ହେପାଟାଟ୍ସ ‘ସି’ ଭାଇରସ୍ ଆବିଷ୍କାର ପାଇଁ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏହି ବୈଜ୍ଞାନିକଙ୍କୁ ପାଖାପାଖି ୧୧ଲକ୍ଷ ୨୦ହଜାର ଡଲାର୍ ପୁରସ୍କାର ରାଶି ପ୍ରଦାନ କରାଯାଇଛି। ଏହି ପୁରସ୍କାର ରାଶି ତିନିଜଣଙ୍କୁ ସମାନ ଭାଗରେ ପ୍ରଦାନ କରାଯିବ।

The post ଏଥର ମେଡିସିନ୍ ପାଇଁ ତିନି ଜଣଙ୍କୁ ନୋବେଲ୍ ପୁରସ୍କାର appeared first on Odisha Reporter.



from Odisha Reporter https://ift.tt/3nhqBZl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages