ରାତି ଅଧରେ ଘରେ ପଶିଲା ଦୁର୍ବୃତ୍ତ, ଗୁଳି ଚଳାଇଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 6, 2020

ରାତି ଅଧରେ ଘରେ ପଶିଲା ଦୁର୍ବୃତ୍ତ, ଗୁଳି ଚଳାଇଲା

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ଗତକାଲି ବିଳମ୍ବିତ ରାତିରେ ସମ୍ବଲପୁର ଜିଲ୍ଲା ଧନୁପାଲି ଥାନା ଅଞ୍ଚଳରେ ଗୁଳିକାଣ୍ଡ ଘଟିଛି । ଏଥିରେ କେହି ମୃତାହତ ହୋଇ ନ ଥିବା ବେଳେ ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣାଯାଇଛି।

ପୁଲିସ୍‌ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଧନୁପାଲି ଥାନାର ମୋତିଝରଣ  ଅଞ୍ଚଳରେ ମହମ୍ମଦ ଲତିଫଙ୍କ ଘରକୁ  ଜଣେ ଦୁର୍ବୃତ୍ତ ପଶିବା ସହ  ତାଙ୍କୁ ମାଡ଼ ମାରିବା ସହ ଫାଙ୍କା ଗୁଳି ଚଳାଇଥିଲା।

ଖବର ପାଇଁ ଧନୁପାଲି  ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଏକ ଖୋକା ଜବତ କରିଛି । ଅଭିଯୁକ୍ତ ଫେରାର ହୋଇଯାଇଥିବାରୁ ଆକ୍ରମଣର କାରଣ ସମ୍ପର୍କରେ ପୁଲିସ୍‌ ଖୋଳତାଡ କରୁଛି।

The post ରାତି ଅଧରେ ଘରେ ପଶିଲା ଦୁର୍ବୃତ୍ତ, ଗୁଳି ଚଳାଇଲା appeared first on Odisha Reporter.



from Odisha Reporter https://ift.tt/2Gxnufd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages