ଘର ନିର୍ମାଣ ଚାଲିଥିଲା, ହଠାତ୍‌ ଖସିପଡିଲେ ରାଜମିସ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 21, 2020

ଘର ନିର୍ମାଣ ଚାଲିଥିଲା, ହଠାତ୍‌ ଖସିପଡିଲେ ରାଜମିସ୍ତ୍ରୀ

ବିନିକା(ଦିଲୀପ ପଣ୍ଡା): ଘର ନିର୍ମାଣ ବେଳେ ଖସି ପଡି ଜୀବନ ହାରିଲେ ରାଜମିସ୍ତ୍ରୀ । ଏଭଳି ଦୁଃଖଦ ଘଟଣା ଘଟିଛି ସାଲେଭଟା ଫାଣ୍ଡି ଲୁହୂରାମୁଣ୍ଡା ଗାଁରେ I ମୃତ ବ୍ୟକ୍ତି ଜଣକ ହେଲେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଶୁଖା ଗାଁର ସୁରେନ୍ଦ୍ର ନାଏକ (୪୮ ) I

ସୁରେନ୍ଦ୍ର  ଘର ନିର୍ମାଣ କରୁଥିବା ସମୟରେ ବାଉଁଶ ତିଆରି ଭାଡ଼ିରୁ ଖସି ପଡ଼ିଥିଲେ । ଗୁରୁତର ଅବସ୍ଥାରେ  ତାଙ୍କୁ ଉଦ୍ଧାର କରି ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।  ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ I  ଡୁଙ୍ଗୁରିପାଲି ପୁଲିସ୍‌ ଶବକୁ ଜବତ କରି ତଦନ୍ତ ଜାରି ରଖିଛି I

The post ଘର ନିର୍ମାଣ ଚାଲିଥିଲା, ହଠାତ୍‌ ଖସିପଡିଲେ ରାଜମିସ୍ତ୍ରୀ appeared first on Odisha Reporter.



from Odisha Reporter https://ift.tt/34lOUhn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages