ମାଟ୍ରିକ ସପ୍ଲିମେଣ୍ଟାରୀରେ ତ୍ରୁଟିପୂର୍ଣ୍ଣ ମୂଲ୍ୟାୟନ; ୩୦ରୁ ୪୨ ନମ୍ବର ରଖିଲେ ଛାତ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 22, 2020

ମାଟ୍ରିକ ସପ୍ଲିମେଣ୍ଟାରୀରେ ତ୍ରୁଟିପୂର୍ଣ୍ଣ ମୂଲ୍ୟାୟନ; ୩୦ରୁ ୪୨ ନମ୍ବର ରଖିଲେ ଛାତ୍ର

ନିଆଳି(ଓଡ଼ିଶା ରିପୋର୍ଟର): ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷାରେ ତ୍ରୁଟିପୂର୍ଣ୍ଣ ମୂଲ୍ୟାୟନ ହୋଇଥିବା ଅଭିଯୋଗ ହୋଇଛି। ବିଜ୍ଞାନ ସବଜେକ୍ଟିଭ୍‌ରେ ମୋଟ ୩୦ ମାର୍କ ଥିବା ବେଳେ ଜଣେ ଛାତ୍ର ରଖିଛନ୍ତି ୪୨ ମାର୍କ। ଏପରିକି ଉକ୍ତ ଛାତ୍ର ହିନ୍ଦୀରେ କିଛି ବି ମାର୍କ ପାଇନାହାନ୍ତି। ଏପରି ଅଭିଯୋଗ କରିଛନ୍ତି କଟକ ଜିଲ୍ଲା ନିଆଳୀ ବ୍ଲକ୍ ସିଠାଳୋ ନୋଡାଲ ଉଚ୍ଚ ବିଦ୍ୟାଳୟର ଛାତ୍ର ବିକାଶ ସ୍ୱାଇଁ ।

ସୂଚନାଯୋଗ୍ୟ, କୋଭିଡ୍ ପାଇଁ ବିଜ୍ଞାନରେ ମୋଟ ୮୦ ମାର୍କର ପରୀକ୍ଷା ହୋଇଥିଲା । ଅବଜେକ୍ଟିଭ ୫୦ ମାର୍କ ଓ ସବଜେକ୍ଟିଭରେ ୩୦ ମାର୍କର ପରୀକ୍ଷା ହୋଇଥିଲା । ହେଲେ ସବଜେକ୍ଟିଭ୍‌ରେ ବିକାଶ ୩୦ରୁ ୪୨ ମାର୍କ ରଖିଥିବା ଅଭିଯୋଗ ହୋଇଛି ।

ଏ ନେଇ ଶିକ୍ଷା ବିଭାଗ ଅଧିକାରୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

 

The post ମାଟ୍ରିକ ସପ୍ଲିମେଣ୍ଟାରୀରେ ତ୍ରୁଟିପୂର୍ଣ୍ଣ ମୂଲ୍ୟାୟନ; ୩୦ରୁ ୪୨ ନମ୍ବର ରଖିଲେ ଛାତ୍ର appeared first on Odisha Reporter.



from Odisha Reporter https://ift.tt/34nJXVb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages