କଙ୍ଗନାଙ୍କୁ ଦୁଷ୍କର୍ମ ଧମକ ଦେଲେ ଓଡ଼ିଶାର ଆଇନଜୀବୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 18, 2020

କଙ୍ଗନାଙ୍କୁ ଦୁଷ୍କର୍ମ ଧମକ ଦେଲେ ଓଡ଼ିଶାର ଆଇନଜୀବୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଙ୍ଗନା ରଣାଓ୍ୱତଙ୍କ ଫେସବୁକ ପୋଷ୍ଟରେ ପ୍ରତିକ୍ରିୟା ଦେଇ ଦୁଷ୍କର୍ମ କରିବାକୁ ଧମକ ଦେଇଛନ୍ତି ଓଡ଼ିଶାର ଜଣେ ଆଇନଜୀବୀ। ତାଙ୍କ ନାମ ମେହେନ୍ଦି ରେଜା। ସୋଶାଲ ମିଡିଆରେ ଯେତେବେଳେ ଲୋକମାନେ ଏହାକୁ ନେଇ ତାଙ୍କୁ କଡ଼ା ପ୍ରତିକ୍ରିୟା ଦେଲେ ସେ ଜବାବରେ କହିଛନ୍ତି ତାଙ୍କ ଫେସବୁକ ଆଇଡି ହ୍ୟାକିଂ ହୋଇଯାଇଥିଲା।

ଅକ୍ଟୋବର ୧୭ ତାରିଖରେ କଙ୍ଗନା ରଣାଓ୍ୱତ ଏହି ପୋଷ୍ଟ କରିଥିଲେ। ନବରାତ୍ରୀ ଅବସରରେ ସେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇ ପୋଷ୍ଟ କରିଥିଲେ। ଏହାର ଜବାବରେ ଆଇନଜୀବୀ ମେହେନ୍ଦୀ ରେଜା ଦୁଷ୍କର୍ମ ଧମକ ଦେଇଥିଲେ।

ମେହେନ୍ଦୀ ରେଜା ଝାରସୁଗୁଡା ଜିଲ୍ଲା କୋର୍ଟରେ ଓକିଲାତି କରୁଥିବା ସୂଚନା ରହିଛି। ବର୍ତ୍ତମାନ ଏହି ବ୍ୟକ୍ତି ଜଣଙ୍କ ଫେସବୁକ ବନ୍ଦ କରି ଦେଇଥିବା ଦେଖିବାକୁ ମିଳିଛି।

The post କଙ୍ଗନାଙ୍କୁ ଦୁଷ୍କର୍ମ ଧମକ ଦେଲେ ଓଡ଼ିଶାର ଆଇନଜୀବୀ appeared first on Odisha Reporter.



from Odisha Reporter https://ift.tt/3oae4aH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages