କରୋନା ମହାମାରୀ ବେଳେ କମିଲା ଡିଟରଜେଣ୍ଟର ବ୍ୟବହାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 24, 2020

କରୋନା ମହାମାରୀ ବେଳେ କମିଲା ଡିଟରଜେଣ୍ଟର ବ୍ୟବହାର

ବେଙ୍ଗାଲୁରୁ: କରୋନା ମହାମାରୀ ବେଳେ ସମସ୍ତ କିଭଳି ପରିସ୍କାର, ପରିଚ୍ଛନ୍ନ ରହିବା ତା’ଉପରେ ଗୁରୁତ୍ୱ ଦେଉଛନ୍ତି ସମସ୍ତେ। ଆଇ ଏହି ସମୟରେ ହ୍ୟାଣ୍ଡ ଓ୍ୱାଶ ଭଳି ସାମଗ୍ରୀର ଚାହିଦା ବଢ଼ିଛି। ହେଲେ ଲୁଗା ପରିସ୍କାର କରିବା ପାଇଁ ଆବଶ୍ୟକ ଡିଟରଜେଣ୍ଟର ବ୍ୟବହାର କମିଛି। ଏ ନେଇ ଚିନ୍ତା ପ୍ରକଟ କରିଛନ୍ତି ଡିଟରଜେଣ୍ଟ କମ୍ପାନୀ ମାନେ।

ଡିଟରଜେଣ୍ଟ ଶିଳ୍ପ ଉପରେ ଗବେଷଣା କରୁଥିବା ଜଣେ ଗବେଷକ କହିଛନ୍ତି, କରୋନା ମହାମାରୀ ପାଇଁ ପ୍ରାୟତଃ ଅଧିକାଂଶ ଲୋକେ ଘରେ ରହୁଛନ୍ତି। ନହେଲେ ଓ୍ୱାର୍କ ଫର୍ମ ହୋମ୍ କରୁଛନ୍ତି। ଲୋକମାନେ ବେଶି ବାହାରକୁ ଯାଉ ନଥିବାରୁ ଲୋକମାନେ ଘରୋଇ କପଡା ଟି-ଶାର୍ଟ, ଶର୍ଟସ ଆଦି ବ୍ୟବହାର କରୁଛନ୍ତି। ଅଧିକ କପଡା ବ୍ୟବହାର ହେଉନଥିବାରୁ ଡିଟରଜେଣ୍ଟର ବ୍ୟବହାର କମିଛି ବୋଲି ଗବେଷକ ଜଣଙ୍କ କହିଛନ୍ତି।

ଦେଖନ୍ତୁ ଏହି ରିପୋର୍ଟ:

The post କରୋନା ମହାମାରୀ ବେଳେ କମିଲା ଡିଟରଜେଣ୍ଟର ବ୍ୟବହାର appeared first on Odisha Reporter.



from Odisha Reporter https://ift.tt/31U2p6n

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages