ପାରାଦୀପ (ଓଡ଼ିଶା ରିପୋର୍ଟର): ବୁଡ଼ି ରହିଥିବା ବ୍ଲାକ୍ରୋଜ୍ ଜାହାଜରେ ପିଟି ହୋଇ ଏକ ଟ୍ରଲର ବୁଡ଼ି ଯିବାରୁ ୪ ଜଣ ମତ୍ସ୍ୟଜୀବୀ ନିଖୋଜ ହୋଇଯାଇଛନ୍ତି। ଅନ୍ୟପକ୍ଷରେ ଏହି ଦୁର୍ଘଟଣା ପରେ ୫ ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଛି।
ନିଖୋଜ ମତ୍ସ୍ୟଜୀବୀମାନଙ୍କୁ ଖୋଜାଖୋଜି କରାଯାଉଛି। ପୂର୍ବରୁ ମଧ୍ୟ ବ୍ଲାକ୍ରୋଜ୍ରେ ପିଟି ହୋଇ ଅନେକ ଟ୍ରଲର ବୁଡ଼ିଥିଲା।
ଘଟଣା ସଂପର୍କରେ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।
The post ବ୍ଲାକ୍ରୋଜ୍ରେ ପିଟି ହୋଇ ବୁଡ଼ିଗଲା ଟ୍ରଲର, ୪ ନିଖୋଜ appeared first on Odisha Reporter.
from Odisha Reporter https://ift.tt/35AqmAA
No comments:
Post a Comment