ପେଟ୍ରୋଲ ପମ୍ପରୁ ତେଲ ବଦଳରେ ବାହାରୁଛି ପାଣି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 2, 2020

ପେଟ୍ରୋଲ ପମ୍ପରୁ ତେଲ ବଦଳରେ ବାହାରୁଛି ପାଣି

ନୟାଗଡ(ଓଡ଼ିଶା ରିପୋର୍ଟର): ପେଟ୍ରୋଲ ପମ୍ପରୁ ତେଲ ବଦଳରେ ବାହାରୁଛି ପାଣି । ଏଭଳି ଅଭିଯୋଗ ଆସିଛି ନୟାଗଡ ଜ଼ିଲ୍ଲା ଶରଣକୂଳ ଥାନା ଶିଖରପୁରର ଏକ ପେଟ୍ରୋଲ ପମ୍ପରୁ ।

ଗତକାଲି ରାତିରେ ଜଣେ ବ୍ୟକ୍ତି ପେଟ୍ରୋଲ ଟାଙ୍କିରେ ପେଟ୍ରୋଲ ପକାଇବା ପରେ ଗାଡି ଷ୍ଟାର୍ଟ ହେଲାନାହିଁ । ପରେ ବ୍ୟକ୍ତି ଜଣକ ଟାଙ୍କି ଖୋଲି ଦେଖିଥିଲେ। ସେଥିରେ ପେଟ୍ରୋଲ ଯେତିକି  ପାଣି ମଧ୍ୟ ସେତିକି ଦେଖିବାକୁ ପାଇଥିଲେ। ଏହାକୁ ନେଇ ଦୀର୍ଘ ସମୟ ଧରି ଉତ୍ତେଜନା ଲାଗି ରହିଥିଲା । ଘଟଣାସ୍ଥଳରେ ଶରଣକୂଳ ପୁଲିସ ପହଞ୍ଚି ପେଟ୍ରୋଲ ପମ୍ପକୁ ବନ୍ଦ କରିଦେଇଥିଲା।

ନୟାଗଡ ଯୋଗାଣ ଅଧିକାରୀ ଘଟଣାସ୍ଥଳକୁ ଯାଇ ପେଟ୍ରୋଲ ପମ୍ପଟିକୁ  ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ କରିଦେଇଛନ୍ତି । ତେବେ ଏନେଇ ପେଟ୍ରୋଲ ପମ୍ପ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିନାହିଁl

The post ପେଟ୍ରୋଲ ପମ୍ପରୁ ତେଲ ବଦଳରେ ବାହାରୁଛି ପାଣି appeared first on Odisha Reporter.



from Odisha Reporter https://ift.tt/2SoJwmN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages