ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର) : ଗଞ୍ଜାମ ବ୍ଳକ ଗ୍ରାସିମ୍ କମ୍ପାନୀରେ ଷ୍ଟିମ୍ ପାଇପ୍ ଫାଟି ଆଜି ଭୟଙ୍କର ଦୁର୍ଘଟଣା ଘଟିଯାଇଛି। ପାଇପ ଫାଟି ଯିବାରୁ ପୋଡ଼ି ହୋଇ ୪ ଜଣ ଗୁରୁତର ହୋଇ ପଡ଼ିଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ଇଞ୍ଜିନିୟର ଓ ଅନ୍ୟ ୩ କର୍ମଚାରୀ ଅଛନ୍ତି।
ସମସ୍ତ ୪ ଗୁରୁତରଙ୍କୁ ବ୍ରହ୍ମପୁର MKCG ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା ଚଳାଇଛନ୍ତି।
The post ଭୟଙ୍କର ଦୁର୍ଘଟଣା; ପାଇପ୍ ଫାଟି ୪ ଗୁରୁତର appeared first on Odisha Reporter.
from Odisha Reporter https://ift.tt/3nm98Pl
No comments:
Post a Comment