ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 28, 2020

ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ

ରାଉରକେଲା (ପବନ ତିୱାରୀ): ଡ୍ରାଇଭରଙ୍କ ନାଁରେ ଠକେଇ ଅଭିଯୋଗ। ତେବେ ଠକେଇ ଅଭିଯୋଗ କୋଉ ହଜାରେ କି ଲକ୍ଷେ ଟଙ୍କାର ନୁହେଁ, ଏକାଥରକେ ୨୮ କୋଟି ଟଙ୍କା। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ, ଏହା ସତ। ଏମିତି ଏକ ସାଙ୍ଘାତିକ ଅଭିଯୋଗ ଆସିଛି ରାଉରକେଲାରୁ। ରାଉରକେଲା ସେକ୍ଟର-୨୦ର ଜଣେ ଡ୍ରାଇଭରଙ୍କୁ ଏ ନେଇ GST ବିଭାଗ ନୋଟିସ୍ ପଠାଇଛି।

ଏହି ଡ୍ରାଇଭରଙ୍କ ନାଁରେ ୨୮ କୋଟି ୨୮ଲକ୍ଷ ଟଙ୍କାର ଠକେଇ ନେଇ ନୋଟିସ୍ ହୋଇଛି। ଏ ବାବଦରେ ଡ୍ରାଇଭରଙ୍କୁ ୪ କୋଟି ଟଙ୍କାର ଜୋରିମାନା ଦେବାକୁ ମଧ୍ୟ ନୋଟିସ୍ କରାଯାଇଛି। ତେବେ GST ଠକେଇ ସମ୍ପର୍କରେ ଡ୍ରାଇଭର୍ ଜଣକ କିଛି ଜାଣିନଥିବା କହିଛନ୍ତି। ତାଙ୍କ ନାଁକୁ ବ୍ୟବହାର କରି ଆଉ କେହି ଏଭଳି ଠକେଇ କରିଥିବା ସେ ଅଭିଯୋଗ କରିଛନ୍ତି।

The post ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ appeared first on Odisha Reporter.



from Odisha Reporter https://ift.tt/2HGPCwP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages