୬ ନଭେମ୍ବର, ଶୁକ୍ରବାର:ବହୁ ଦିନର ଆଶା ଅଭିଳାଷ ପୂରଣ ହେବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 5, 2020

୬ ନଭେମ୍ବର, ଶୁକ୍ରବାର:ବହୁ ଦିନର ଆଶା ଅଭିଳାଷ ପୂରଣ ହେବ

ମେଷ: ମିତ୍ରମାନେ ଶତ୍ରୁଭଳି ଆଚରଣ କରିବେ। ପରିଶ୍ରମ ଅନୁସାରେ ପାରିଶ୍ରମିକ କମ ପାଇବେ। ହଠାତ ସ୍ୱାସ୍ଥ୍ୟ ଖରାପ ହୋଇପାରେ।

ବୃଷ: ଦାମ୍ପତ୍ୟ ଜୀବନ ସୁଖଶାନ୍ତିରେ କଟିବ। ବହୁ ଦିନର ଆଶା ଅଭିଳାଷ ପୂରଣ ହେବ। ଯାତ୍ରା କଲାବେଳେ ସାବଧାନ ରୁହନ୍ତୁ।

ମିଥୁନ: ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ସନ୍ତାନସନ୍ତିତଙ୍କୁ ନେଇ ଚିନ୍ତିତ ରହିବେ। ବ୍ୟବସାୟ ବାଣିଜ୍ୟରେ ଆୟ ବୃଦ୍ଧି ଘଟିବ।

କର୍କଟ: ଶରୀର ସୁସ୍ଥ ରହିବ। ଉତ୍ତମ ଭୋଜନ ପ୍ରାପ୍ତି ହେବ। ଚେଷ୍ଟା କରୁଥିବା କାମରେ ସଫଳତା ପାଇବେ।

ସିଂହ: ଆର୍ଥିକ ସମସ୍ୟା ଦେଖାଦେବ। ଗୁପ୍ତଶତ୍ରୁମାନେ ଚକ୍ରାନ୍ତ କରି ବିପଦରେ ପକାଇପାରନ୍ତି। ଛାତ୍ରଛାତ୍ରୀମାନେ ପାଠପଢ଼ାକୁ ନେଇ ଚିନ୍ତିତ ହେବେ।

କନ୍ୟା : ପ୍ରତ୍ୟେକଟି କାର୍ଯ୍ୟରେ ସଫଳତା ପାଇବେ। ମହିଳାମାନେ ହସଖୁସିରେ ଦିନ କଟାଇବେ। ଦୂର ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ।

ତୁଳା: ନିଜ ମନ ପସନ୍ଦର କାର୍ଯ୍ୟ କରିବାକୁ ସୁଯୋଗ ପାଇବେ। ମାନ-ସମ୍ମାନ ବୃଦ୍ଧି ପାଇବ। ବ୍ୟବସାୟରେ ଅଧିକ ଲାଭବାନ ହେବେ।

ବିଛା: ପାରିବାରିକ ସୁଖ ବଜାୟ ରହିବ। ପାଠପଢ଼ାରେ ଛାତ୍ରଛାତ୍ରୀମାନେ ସଫଳତା ପାଇବେ। ମହିଳାମାନେ ଗୃହ ଉପକରଣ କ୍ରୟ କରିବେ।

ଧନୁ: ସାମାନ୍ୟ କଥାକୁ ନେଇ ଦାମ୍ପତ୍ୟ ଜୀବନରେ ତିକ୍ତତା ଦେଖାଦେବ। କର୍ମକ୍ଷେତ୍ରରେ କାର୍ଯ୍ୟଭାର ବୃଦ୍ଧି ହେତୁ କ୍ଲାନ୍ତି ଅନୁଭବ କରିବେ।

ମକର: ବନ୍ଧୁଙ୍କ ସାହାଯ୍ୟ ସହଯୋଗ ପାଇବେ। ବୃତ୍ତିଗତ ବ୍ୟବସାୟରେ ଲାଭବାନ ହେବେ। ଆଖିରେ ଯନ୍ତ୍ରଣା ଅନୁଭବ କରିବେ।

କୁମ୍ଭ: କାର୍ଯ୍ୟକ୍ଷେତ୍ରରେ ସମ୍ମାନିତ ହେବେ। ଗୁପ୍ତଶତ୍ରୁମାନେ ପରାଜିତ ହେବେ। ମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ।

ମୀନ: ନିଜର ଉପସ୍ଥିତ ବୁଦ୍ଧି ବଳରେ ସମସ୍ୟାର ସାମାଧାନ କରିବେ। ବହୁ ପୁରାତନ ବନ୍ଧୁଙ୍କ ସହିତ ଯୋଗାଯୋଗ କରିପାରିବେ। ନୂତନ ପୋଷାକ କିଣିପାରନ୍ତି।

The post ୬ ନଭେମ୍ବର, ଶୁକ୍ରବାର:ବହୁ ଦିନର ଆଶା ଅଭିଳାଷ ପୂରଣ ହେବ appeared first on Odisha Reporter.



from Odisha Reporter https://ift.tt/3p05Nq0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages