ଖୋଲିବ ବାଣ ଦୋକାନ, ମିଳିଲା ଅନୁମତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 1, 2020

ଖୋଲିବ ବାଣ ଦୋକାନ, ମିଳିଲା ଅନୁମତି

କଟକ(ଓଡ଼ିଶା ରିପୋର୍ଟର): ଆଗକୁ କାଳୀ ପୂଜା ଓ ଦୀପାବଳି ଥିବା ବେଳେ କୋଭିଡ କଟକଣା ଭିତରେ ପାଳିତ ହେବ ଏହି ସବୁ ପର୍ବ।  ଚଳିତ ବର୍ଷ କୋଭିଡ କଟକଣା ସତ୍ତ୍ୱେ କଟକବାସୀ ଉତ୍ସାହର ସହ ପାଳନ କରିବେ ଆଲୋକର ପର୍ବ। କଟକରେ ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାଣ ଦୋକାନ ଖୋଲିବାକୁ ଅନୁମତି ମିଳିଛି।

ହେଲେ କେଉଁଠି ବାଣ ଦୋକାନ କରାଯିବ ତାହା ସ୍ଥିର କରାଯିବ ବୋଲି ଡିସିପି କହିଥିବା ବେଳେ ବାଣ ଦୋକାନରେ ସାମାଜିକ ଦୂରତା ଓ ମାସ୍କକୁ କିନ୍ତୁ ବାଧ୍ୟତାମୂଳକ କରାଯିବ।

ଅପରପକ୍ଷେ, ଦୁର୍ଗାପୂଜା ଭଳି କାଳୀପୂଜା ମଧ୍ୟ କୋଭିଡ କଟକଣାରେ ପାଳିତ ହେବ। କାଳୀପୂଜା ପାଇଁ ୧୫ ପ୍ଲାଟୁନ ଫୋର୍ସ, ୫୦ ଅଧତ୍କାରୀ ମୁତୟନ ହେବେ।

The post ଖୋଲିବ ବାଣ ଦୋକାନ, ମିଳିଲା ଅନୁମତି appeared first on Odisha Reporter.



from Odisha Reporter https://ift.tt/389DKhI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages