ହନିମୁନ୍‌ ଟ୍ରିପ୍‌ରେ ଟଲିଉଡ୍ ସୁନ୍ଦରୀ କାଜଲ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 9, 2020

ହନିମୁନ୍‌ ଟ୍ରିପ୍‌ରେ ଟଲିଉଡ୍ ସୁନ୍ଦରୀ କାଜଲ୍

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହେବା ପରେ ଏବେ ହନିମୁନ୍‌ ଟ୍ରିପ୍‌ରେ ଟଲିଉଡ୍ ସୁନ୍ଦରୀ କାଜଲ୍ ଅଗ୍ରୱାଲ୍। ମାଲଦ୍ୱୀପର ସମୁଦ୍ର କୂଳର ସୁନ୍ଦର ଦୃଶ୍ୟ ସେ ସ୍ୱାମୀ ଗୌତମ କିଚଲୁଙ୍କ ସହ ଉପଭୋଗ କରୁଛନ୍ତି। କାଜଲ ନିଜ ହନିମୁନ୍‌ ଟ୍ରିପର ଫଟୋ ମଧ୍ୟ ଶେଆର୍‌ କରିଛନ୍ତି।

 

 

View this post on Instagram

 

@kitchlug 😘 @conrad_maldives @twaincommunications @aasthasharma ❤️

A post shared by Kajal Aggarwal (@kajalaggarwalofficial) on


ନିକଟରେ କାଜଲ ସୋଶାଲ୍‌ ମିଡିଆରେ ନିଜର ଏବଂ ଗୌତମଙ୍କର ସମୁଦ୍ର କୂଳରୁ ଏକ ସୁନ୍ଦର ଫଟୋ ଶେଆର୍ କରିଛନ୍ତି। ଫଟୋରେ କାଜଲ ନାଲି ରଙ୍ଗର ଏକ ସ୍ଲିଭଲେସ୍ ୱେଷ୍ଟର୍ନ ଗାଉନ ପିନ୍ଧିଛନ୍ତି।  ଆଉ ନିଜ ଲୁକ୍‌କୁ କମ୍ପ୍ଲିଟ କରିବା ପାଇଁ ସେ ମୁଣ୍ଡରେ କ୍ୟାପ୍ ଓ ଚଷମା ମଧ୍ୟ  ପିନ୍ଧିଛନ୍ତି। ଏହି ଗେଟ୍‌ଅପ୍‌ରେ ସେ ବହୁତ ସୁନ୍ଦର ଲାଗୁଛନ୍ତି। ଦୁହିଁଙ୍କ ଯୋଡ଼ି ବେଶ୍ ସୁନ୍ଧର ଲାଗୁଛ୍‌ଇ। ଏହା ବ୍ୟତୀତ କାଜଲ ଆହୁରି ଅନେକ ପୋଜରେ ଫଟୋ ଉଠାଇଛନ୍ତି। ଅଭିନେତ୍ରୀ କ୍ୟାପସନ୍ ମାଧ୍ୟମରେ କହିଛନ୍ତି ଯେ ସେ ଏହି ସ୍ଥାନକୁ କେତେ ପସନ୍ଦ କରନ୍ତି।

 

View this post on Instagram

 

@conrad_maldives you beauty 😍

A post shared by Kajal Aggarwal (@kajalaggarwalofficial) on


ସୂଚନାଯୋଗ୍ୟ, ଗତ ଅକ୍ଟୋବର ୩୦ରେ ମୁମ୍ବାଇସ୍ଥିତ ତାଜ ହୋଟେଲ୍‌ରେ କାଜଲ ଓ ଗୌତମଙ୍କର ବିବାହ ହୋଇଥିଲା। କରୋନା କଟକଣା ଯୋଗୁ, ବାହାଘରରେ କେବଳ ପରିବାର ଲୋକ ଓ କିଛି ସମ୍ପର୍କୀୟଙ୍କ ହିଁ ସାମିଲ ହୋଇଥିଲେ। ଗୌତମ କିଛୁ ଇଣ୍ଟିକିୟ ଡିଜାଇନିଂ କମ୍ପାନୀ ‘design label Discern Living

 

View this post on Instagram

 

My beach essentials 😎

A post shared by Kajal Aggarwal (@kajalaggarwalofficial) on

The post ହନିମୁନ୍‌ ଟ୍ରିପ୍‌ରେ ଟଲିଉଡ୍ ସୁନ୍ଦରୀ କାଜଲ୍ appeared first on Odisha Reporter.



from Odisha Reporter https://ift.tt/3lfOcIx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages