ଶେଷରେ ନେଗେଟିଭ ଆସିଲା କରୋନା ରିପୋର୍ଟ, ଆଜିଠୁ ବିଧାନସଭା ଯିବେ ରେଙ୍ଗାଲି ବିଧାୟକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 26, 2020

ଶେଷରେ ନେଗେଟିଭ ଆସିଲା କରୋନା ରିପୋର୍ଟ, ଆଜିଠୁ ବିଧାନସଭା ଯିବେ ରେଙ୍ଗାଲି ବିଧାୟକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠୁ ବିଧାନସଭା ଯିବେ ରେଙ୍ଗାଲି ବିଧାୟକ ନାଉରୀ ନାଏକ ।  ବିଧାନସଭା  ଯିବା ପାଇଁ ଅନୁମତି ମିଳିଥିବା ସୂଚନା ଦେଇଛନ୍ତି ବିଧାୟକ ।

ଚଳିତ ମାସ ୧୯ ତାରିଖରେ ବିଧାନସଭାରେ ହୋଇଥିବା ଟେଷ୍ଟରେ ତାଙ୍କର ରିପୋର୍ଟ ପଜିଟିଭ ଆସିଥିଲା। ଏହାପରେ ସେ  ଏକ ଘରୋଇ ଲ୍ୟାବରେ ଟେଷ୍ଟ କରିଥିଲେ । ସେଠାରେ ରିପୋର୍ଟ ନେଗେଟିଭ ଆସିଥିଲା । ଏ ନେଇ ଆକ୍ରୋଶ ରଖି ତାଙ୍କୁ ବିଧାନସଭାରେ ପ୍ରବେଶ କରାଇ ଦିଅଯାଉନଥିବା ସେ ଅଭିଯୋଗ କରିଥିଲେ । ଏହାପରେ ପୁଣି ୨୧ ତାରିଖରେ  ବିଧାନସଭାରେ ହୋଇଥିବା ଟେଷ୍ଟରେ ସ୍ପଷ୍ଟତା ନଥିଲା। ଏହାପରେ ଆଉଥରେ ଟେଷ୍ଟ ହୋଇଥିବା ବେଳେ ରିପୋର୍ଟ ପଜିଟିଭ ଥିବା କୁହାଯାଇଥିଲା।

ଗତକାଲି ପୁଣିଥରେ ବିଧାନସଭା ପକ୍ଷରୁ ଟେଷ୍ଟ କରାଯାଇଥିଲା, ଯାହାର ରିପୋର୍ଟ ନେଗେଟିଭ ଆସିଛି। ଫଳରେ ଆଜିଠୁ ବିଧାନସଭା ଯିବେ ରେଙ୍ଗାଲି ବିଧାୟକ ନାଉରୀ ନାଏକ।

The post ଶେଷରେ ନେଗେଟିଭ ଆସିଲା କରୋନା ରିପୋର୍ଟ, ଆଜିଠୁ ବିଧାନସଭା ଯିବେ ରେଙ୍ଗାଲି ବିଧାୟକ appeared first on Odisha Reporter.



from Odisha Reporter https://ift.tt/33mf1nd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages