ବାରହା ଫାସରେ ପଡି ଭଣଜା ମୃତ ଓ ମାମୁ ଗୁରୁତର ଘଟଣାରେ ୨ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 13, 2020

ବାରହା ଫାସରେ ପଡି ଭଣଜା ମୃତ ଓ ମାମୁ ଗୁରୁତର ଘଟଣାରେ ୨ ଗିରଫ

ବିନିକା(ଓଡ଼ିଶା ରିପୋର୍ଟର): ବାରହା ଫାସରେ ପଡି ଭଣଜା ମୃତ ଓ ମାମୁ ଗୁରୁତର ଘଟଣାରେ ପୁଲିସ୍‌ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଏଭଳି  ଘଟଣା ଘଟିଛି ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଅଞ୍ଚଳରେ ଗତ ୧୦ତାରିଖରେ ଘଟିଥିଲା। ଗିରଫ ଅଭିଯୁକ୍ତଦ୍ୱୟ ହେଲେ ବିନିକା ଥାନା ସିଲାଟି ଗାଁର ସୁରେଶ ଦୀପ ଏବଂ ଗୁଲୁଣ୍ଡା ଗାଁର ସତ୍ୟ ମିର୍ଦ୍ଧା ।

ଅଭିଯୋଗ ଅନୁଯାୟୀ, ଗତ ୧୦ ତାରିଖରେ ସିଲାଟି ଗାଁର ଚୋକିଜୋର ନିକଟରେ ବାରାହ ଶିକାର କରିବା ପାଇଁ ଫାସ ବିଛା ଯାଇଥିଲା । ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଯିବାରୁ ସାଲେପାଲି ଗାଁର ତ୍ରିଲୋଚନ ସାଥୁଆଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ମାମୁ ସିଲାଟି ଗାଁର ମନୋଜ ବଣିଆ ଗୁରୁତର ହୋଇଥିଲେ।

ଏନେଇ ବିନିକା ପୁଲିସ୍‌ ଖୋଳତାଡ଼ ଜାରି ରଖିଥିଲା । ଏହି ଘଟଣାରେ ଉତ୍ତ୍ୟକ୍ତ ଲୋକେ ବିନିକା କଲେଜ ଛକରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ I ଶେଷରେ ଏହି ଘଟଣାର ପର୍ଦ୍ଦାଫାସ କରିଛି ବିନିକା ପୁଲିସ୍‌।

The post ବାରହା ଫାସରେ ପଡି ଭଣଜା ମୃତ ଓ ମାମୁ ଗୁରୁତର ଘଟଣାରେ ୨ ଗିରଫ appeared first on Odisha Reporter.



from Odisha Reporter https://ift.tt/3lzeCFk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages