ହସ୍ପିଟାଲରେ ପଶିଲେ ହାତୀପଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 24, 2020

ହସ୍ପିଟାଲରେ ପଶିଲେ ହାତୀପଲ

ଖୋର୍ଦ୍ଧା(ବଳରାମ ଲେଙ୍କା): ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ହସ୍ପିଟାଲ ପରିସରରେ ପଶିଛନ୍ତି ହାତୀପଲ । ଗତ କାଲି ରାତିରେ ହସ୍ପିଟାଲ ପାଚେରି ଭାଙ୍ଗି କ୍ୟାମ୍ପସରେ ଥିବା କାଜୁ ଜଙ୍ଗଲକୁ ୧୮ଟି ହାତୀ ପଶି ଆସିଛନ୍ତି ।

ହାତୀ ଘଉଡ଼ାଇବାକୁ ଘଟଣାସ୍ଥଳରେ ପହଞ୍ଚିଛି ବନବିଭାଗ ଟିମ୍ । ଉଚ୍ଚକ୍ଷମତା ସଂପନ୍ନ ବିଦ୍ୟୁତ୍‌ ତାର ଥିବାରୁ ଅଘଟଣ ଆଶଙ୍କା କରି ଘଟଣାସ୍ଥଳରେ ସେସୁ କର୍ମଚାରୀ ମଧ୍ୟ ଉପସ୍ଥିତ ଅଛନ୍ତି । ଉଭୟ ବନ ବିଭା ଓ ସେସୁ ଟିମ୍ ହାତୀ ଘଉଡାଇବା ପାଇଁ ବାଣ ମାରୁଛନ୍ତି।

ପୂର୍ବରୁ ମଧ୍ୟ ହସ୍ପିଟାଲ ପରିସରକୁ ୨ଟି ହାତୀ ପଶି ଆସିଥିଲେ।

The post ହସ୍ପିଟାଲରେ ପଶିଲେ ହାତୀପଲ appeared first on Odisha Reporter.



from Odisha Reporter https://ift.tt/3q16Uq7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages