ଜଗତସିଂହପୁର(ଓଡ଼ିଶା ରିପୋର୍ଟର): ତିର୍ତ୍ତୋଲ ବିଧାନସଭା ଆସନ ନିମନ୍ତେ ଭୋଟ ଗଣତି ଚାଲୁ ରହିଥିବା ବେଳେ ସପ୍ତମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ଆଗରେ ରହିଛି। ସପ୍ତମ ରାଉଣ୍ଡ ସୁଦ୍ଧା ଏହି ଆସନରେ ବିଜେଡି ୧୦,୭୩୬ ଭୋଟରେ ଆଗୁଆ ରହିଛି।
ତିର୍ତ୍ତୋଲରେ ବିଜେଡି ୨୫,୨୮୭ ଭୋଟ୍ ପାଇ ରେସ୍ରେ ଆଗରେ ରହିଛି। ତାହା ପଛକୁ ୧୪,୫୫୧ ଭୋଟ୍ ପାଇଁ ବିଜେପି ଦ୍ୱିତୀୟ ସ୍ଥାନରେ ରହିଛି। ଏହାପରେ କଂଗ୍ରେସ ୩୯୯୯ ଭୋଟ୍ ହାତେଇବାରେ ସକ୍ଷମ ହୋଇପାରିଛି।
ସୂଚନାଯୋଗ୍ୟ, ୨୦୧୯ରେ ତିର୍ତ୍ତୋଲ ଆସନ ବିଜେଡି ହାତରେ ଥିବା ବେଳେ ଏହାକୁ ପୁଣିଥରେ ଅକ୍ତିଆର କରିବାକୁ ଅଣ୍ଟା ଭିଡିଛି ଦଳ ।
The post ତିର୍ତ୍ତୋଲରେ ବିଜେଡି ୧୦ ହଜାର ଭୋଟରେ ଆଗୁଆ appeared first on Odisha Reporter.
from Odisha Reporter https://ift.tt/3lt1IIA
No comments:
Post a Comment