ପାକିସ୍ତାନରୁ ଭିଟାମାଟିକୁ ଫେରିବା ପରେ କ’ଣ ପାଇଲେ ବିର୍ଜୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 15, 2020

ପାକିସ୍ତାନରୁ ଭିଟାମାଟିକୁ ଫେରିବା ପରେ କ’ଣ ପାଇଲେ ବିର୍ଜୁ

ରାଉରକେଲା(ଓଡ଼ିଶା ରିପୋର୍ଟର): ପାକିସ୍ତାନ ଜେଲରେ ୨୫ ବର୍ଷ ରହିବା ପରେ ନିଜ ଭିଟାମାଟିକୁ ଫେରିଛନ୍ତି ବିର୍ଜୁ କୁଲୁ। ସୁନ୍ଦରଗଡ କୁତ୍ରା ବ୍ଲକ୍ ଅନ୍ତର୍ଗତ ଜଙ୍ଗରପଡା ଗ୍ରାମକୁ ଫେରିବାର ଦିନ ପରେ ତାଙ୍କୁ ସହାୟତା ଯୋଗାଇଛି ପ୍ରଶାସନ। ବିର୍ଜୁଙ୍କୁ ଅନ୍ତ୍ୟୋଦୟ ଯୋଜନାରେ ସାମିଲ କରାଯାଇଛି । ଏଥିସହ ୩୦ ହଜାର ଟଙ୍କା ସହାୟତା ଦିଆଯାଇଛି । ସେହିପରି ବିର୍ଜୁଙ୍କୁ ଚାଉଳ ବସ୍ତା ସହ ରାସନ୍ ମଧ୍ୟ ପ୍ରଦାନ କରାଯାଇଛି। ସୁନ୍ଦରଗଡ଼ ପିଡି ଡିଆରଡିଓ ପହଞ୍ଚି ତାଙ୍କୁ ଭେଟିଛନ୍ତି।  ଗତକାଲି ବିର୍ଜୁ କୁତ୍ରା ପହଞ୍ଚିଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ଅମୃତସରରୁ ଓଡ଼ିଶା ଅଣାଯାଇଥିଲା । ପାକିସ୍ତାନ ଜେଲରେ ୨୫ ବର୍ଷ ଧରି ରହିବା ପରେ ସ୍ୱେଦେଶ ଫେରିଛନ୍ତି ବିର୍ଜୁ ।

The post ପାକିସ୍ତାନରୁ ଭିଟାମାଟିକୁ ଫେରିବା ପରେ କ’ଣ ପାଇଲେ ବିର୍ଜୁ appeared first on Odisha Reporter.



from Odisha Reporter https://ift.tt/36A1A45

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages