ଯୁବକଙ୍କୁ ମରଣାନ୍ତକ ଆକ୍ରମଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 22, 2020

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ରାଉରକେଲା (ଓଡ଼ିଶା ରିପୋର୍ଟର): ରାଉରକେଲା ଷ୍ଟେସନ ଅଞ୍ଚଳରେ ଜଣେ ଯୁବକଙ୍କୁ କିଛି ଦୃର୍ବୃତ୍ତ ମରଣାନ୍ତକ ଭାବେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆହତ ଯୁବକ ଜଣକ ହେଲେ ଅମୀର ଖାଁ। ଯାହାଙ୍କୁ ଗୁରୁତର ଅବସ୍ଥାରେ ପ୍ଲାଣ୍ଟସାଇଟ ପୁଲିସ ଉଦ୍ଧାର କରି ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରିଛି।

ମିଳିଥିବା ସୂଚନା ଅନୁଯାୟୀ, ମଧ୍ୟପ୍ରଦେଶରୁ ଅମୀର କୌଣସି କାମରେ ଆସି ଷ୍ଟେସନ ନିକଟ ହୋଟେଲ ସ୍ୱସ୍ତିକରେ ରହୁଥିଲେ। ଶନିବାର ରାତିରେ କିଛି ଦୃବୃତ୍ତ ବିଭିନ୍ନ ମାରଣାସ୍ତ୍ର ଧରି ତାକୁ ହୋଟେଲ ସମ୍ମୁଖରେ ଆକ୍ରମଣ କରିଥିଲେ।

ଅଚେତ ହୋଇ ଯୁବକ ଜଣକ ହୋଟେଲ ସମ୍ମୁଖରେ ପଡ଼ିଥିଲେ। ପ୍ଲାଣ୍ଟସାଇଟ ପୁଲିସ ପହଞ୍ଚି ଆହତ ଯୁବକଙ୍କୁ ହସ୍ପିଟାଲ ପହଞ୍ଚାଇ ତଦନ୍ତ କରୁଛନ୍ତି। ତେବେ ଆକ୍ରମଣର କାରଣ ଜଣା ପଡ଼ିନାହିଁ ।

The post ଯୁବକଙ୍କୁ ମରଣାନ୍ତକ ଆକ୍ରମଣ appeared first on Odisha Reporter.



from Odisha Reporter https://ift.tt/3lSUbDr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages