ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଅରଡ ବଜାର ଅଞ୍ଚଳରେ ଚଢ଼ାଉ କରି ୪୦ ଗ୍ରାମ ବ୍ରାଉନସୁଗରର ଜବତ କରିଛି ପୁଲିସ୍। ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ପ୍ରାୟ ୪୦ ହାଜର ଟଙ୍କା ହେବ। ଏହି ଘଟଣାରେ ପୁଲିସ୍ ଅଭିଯୁକ୍ତ ବ୍ୟବସାୟୀ ସେକ୍ ରଫିକଙ୍କୁ ଗିରଫ କରିଛି ।
ରଫିକଠାରୁ ଗୋଟିଏ ମୋବାଇଲ ଫୋନ୍ ଓ ୨୬ ଶହ ଟଙ୍କା ଜବତ କରିଛି ପୁଲିସ୍ । ରଫିତ୍ ଜଣେ ବ୍ରାଉନସୁଗର ବ୍ୟବସାୟୀ ବୋଲି ପୂର୍ବରୁ ସୂଚନା ପାଇ ଚଢ଼ଉ କରିଥିଲା ପୁଲିସ୍।
The post ଜବତ ହେଲା ଧଳା ଜହର appeared first on Odisha Reporter.
from Odisha Reporter https://ift.tt/3nkTTp2
No comments:
Post a Comment