୪ ଖଣ୍ଡ ସୁନା ବିସ୍କୁଟ୍ ଜବତ, ଜଣେ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 27, 2020

୪ ଖଣ୍ଡ ସୁନା ବିସ୍କୁଟ୍ ଜବତ, ଜଣେ ଗିରଫ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଜଣେ ଯାତ୍ରୀଙ୍କଠାରୁ ୪୦୦ ଗ୍ରାମ ସୁନା ବିସ୍କୁଟ ଜବତ କରାଯାଇଛି । ବିମାନରେ ଯିବା ପୂର୍ବରୁ ଜଣେ ଯାତ୍ରୀଙ୍କଠାରୁ ଏହି ସୁନା ଜବତ ହୋଇଛି। ଧରାପଡ଼ିଥିବା ଯାତ୍ରୀଙ୍କ ନାଁ ଜୈନୁଲ ଆବେଦିନ୍। ସେ ଚେନ୍ନାଇ ଯାଉଥିଲେ। ସୁନା ସହ ସଂପୃକ୍ତ ଯାତ୍ରୀଙ୍କୁ କଷ୍ଟମ୍ ବିଭାଗକୁ ହସ୍ତାନ୍ତର କରିଛନ୍ତି ବିମାନ ବନ୍ଦର କର୍ତ୍ତୃପକ୍ଷ।

ତେବେ ଜବତ ସୁନାର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ୧୪ ହଜାର ଟଙ୍କା ହେବ। ଯାତ୍ରୀ ଜଣକ ୪ ଖଣ୍ଡ ସୁନା ବିସ୍କୁଟକୁ ଶରୀର ଭିତରେ ଲୁଚାଇ ନେଉଥିଲେ। ତେବେ ଯାଞ୍ଚ ବେଳେ ଅଧିକାରୀ ଏହା ଜାଣିପାରିଥିଲେ ଏବଂ ତାଙ୍କୁ ଅଟକ ରଖାଯାଇଥିଲା।   ପରେ ତାଙ୍କ ଶରୀର ଭିତରୁ ସୁନା ଖଣ୍ଡ ଗୁଡିକୁ ବାହାର କରାଯାଇଥିଲା।

The post ୪ ଖଣ୍ଡ ସୁନା ବିସ୍କୁଟ୍ ଜବତ, ଜଣେ ଗିରଫ appeared first on Odisha Reporter.



from Odisha Reporter https://ift.tt/3q6HmI0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages