ମୁଖ୍ୟମନ୍ତ୍ରୀ ଖୁସିତୋ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 3, 2020

ମୁଖ୍ୟମନ୍ତ୍ରୀ ଖୁସିତୋ!

ଦେଶରେ ଅଣ ବିଜେପି ଓ କଂଗ୍ରେସ ସରକାର ରାଜ୍ୟ ଗୁଡ଼ିକରେ ସୁଶାସନ ଦେବାରେ ସଫଳ ହୋଇଛନ୍ତି। ହେଲେ ଏହି ଅଣ ବିଜେପି ଓ କଂଗ୍ରେସ ମଧ୍ୟରେ ଥିବା ଓଡ଼ିଶାର ବିଜୁ ଜନତା ଦଳ ଏଥିରେ ଏଯାବତ ବିଫଳ ହୋଇଛି। ଦୀର୍ଘ ୨୧ ବର୍ଷ ଧରି କ୍ଷମତାରେ ଥିଲେ ମଧ୍ୟ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ଶାସନରେ ଓଡ଼ିଶା କାହିଁକି ବିଫଳ? ଏହାକୁ ନେଇ ଅନ ପଏଣ୍ଟର ପ୍ରସଙ୍ଗ ପବ୍ଲିକ ଆଫାୟର୍ସ ଇନେଡକ୍ସ ରିପୋର୍ଟରେ ‘ମୁଖ୍ୟମନ୍ତ୍ରୀ ଖୁସି ତୋ!’ ମତ ରଖିଛନ୍ତି ସୂଚନା ଅଧିକାର କର୍ମୀ ତଥା ଏହି ଇଣ୍ଡେକ୍ସ ସହ କିଛି ଦିନ କାମ କରିଥିବା ପ୍ରଦୀପ ପ୍ରଧାନ।

The post ମୁଖ୍ୟମନ୍ତ୍ରୀ ଖୁସିତୋ! appeared first on Odisha Reporter.



from Odisha Reporter https://ift.tt/2HQgVoU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages